Latest Odisha News

BREAKING NEWS

ଆହୁରି କମିଲା ସୁନାଦର: ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା କାମୁଥିବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

ଆନ୍ତର୍ଜାତୀୟ ବଜାରରେ ଶୁଦ୍ଧ ବା ୨୪ କ୍ୟାରେଟ ସୁନାଦର ପ୍ରତି ୧୦ ଗ୍ରାମ ୦.୧୯ ପ୍ରତିଶତ ହ୍ରାସ ପାଇ ୪୦,୯୦୭ ଟଙ୍କାରେ ପହଞ୍ଚିଛି ।

କରୋନା ଆତଙ୍କରେ ସୁନାଦର ହ୍ରାସ ପାଇଥିବା ଅର୍ଥନୈତିକ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

An Indian woman (R) looks at gold jewellery at a jewellery store in Bangalore on July 5, 2019. – India’s newly re-elected government promised on July 5 an easing of foreign investment rules and more infrastructure spending in an effort to boost flagging growth rates and create jobs. India has been leap-frogged by China as the world’s fastest-growing major economy, with unemployment in Asia’s third-biggest economy at its highest since the 1970s. (Photo by MANJUNATH KIRAN / AFP)

ଭୁବନେଶ୍ୱର ବଜାରରେ ଗତକାଲି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୪୨,୭୮୦ ରହିଥିବା ବେଳେ ପାଖାପାଖି ଦେଢ଼ଶହ ଟଙ୍କା ହ୍ରାସ ଘଟି ଆଜି ଦର ରହିଛି ୪୨, ୬୪୦ ଟଙ୍କା । ସେହିଭଳି ୨୨ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୩୯,୨୫୦ ଟଙ୍କା ଥିବା ବେଳେ ପାଖାପାଖି ୧୦୦ଟଙ୍କା ହ୍ରାସ ଘଟି ୩୯,୧୦୦ ଟଙ୍କା ରହିଛି ।

Leave A Reply

Your email address will not be published.