ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଉପଲକ୍ଷେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ଡୁଡ଼ଲ । ଯାହା ବିବିଧତା ମଧ୍ୟରେ ଭାରତୀୟ ସଂସ୍କୃତିର ଏକତାକୁ ଦର୍ଶାଉଛି ।
ଏହି ଡୁଡ଼ଲଟିକୁ ଡିଜାଇନ କରିଛନ୍ତି ସିଙ୍ଗାପୁରର କଳାକାର ମେରୁ ସେଠ। ଏଥିରେ ତାଜମହଲ ଏବଂ ଇଣ୍ଡିଆ ଗେଟ୍ ଭଳି ବିଶ୍ଵ ପ୍ରସିଦ୍ଧ ସ୍ଥଳୀକୁ ନେଇ ଭାରତର ରାଷ୍ଟ୍ରୀୟ ପକ୍ଷୀ, ଶାସ୍ତ୍ରୀୟ କଳା, ବସ୍ତ୍ର ଏବଂ ନୃତ୍ୟକୁ ସମ୍ମିଳିତ କରି ଦେଶର ସମୃଦ୍ଧ ସାଂସ୍କୃତିକୁ ଦର୍ଶାଯାଇଛି।
Comments are closed.