Latest Odisha News
Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

Google Pixel 10ରେ କ’ଣ ରହିଛି ନୂଆ ଫିଚର? ଜାଣନ୍ତୁ ଏହା iPhone ଠାରୁ ଶସ୍ତା ନା ମହଙ୍ଗା…

ନୂଆଦିଲ୍ଲୀ: ଲଞ୍ଚ ପୂର୍ବରୁ Google Pixel 10 ସିରିଜର ମୂଲ୍ୟ ପ୍ରକାଶ ପାଇଛି । Google ର ଏହି ଫ୍ଲାଗସିପ୍ ସିରିଜ୍ ଅଗଷ୍ଟ 20ରେ ବିଶ୍ୱ ସ୍ତରରେ ପହଞ୍ଚିବାକୁ ଯାଉଛି । ଗତ ବର୍ଷ ପରି, ଏହି ବର୍ଷ ମଧ୍ୟ କମ୍ପାନୀ Pixel 10 ସହିତ Pixel 10 Pro, Pixel 10 Pro XL ଏବଂ Pixel 10 Fold…

କୌଣସି ନିର୍ଦ୍ଦେଶ ବିନା ହୋମୱାର୍କ ଏବଂ ଅଫିସ୍ କାମ ହେବ ସହଜ, ନୂଆ GPT-5ରେ ରହିଛି ଏହି ଚମତ୍କାର ଫିଚର…

ନୂଆଦିଲ୍ଲା: ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ କିମ୍ବା କର୍ମଜୀବୀ, ଆଜିକାଲି ସମସ୍ତେ ନିଜ କାମରେ କୌଣସି ନା କୌଣସି ରୂପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରୁଛନ୍ତି । ଏହି ସମୟ ମଧ୍ୟରେ, ଗୁରୁବାର ନୂଆ OpenAI ଜେନେରେଟିଭ୍ ପ୍ରି-ଟ୍ରେଣ୍ଡଡ୍ ଟ୍ରାନ୍ସଫର୍ମର (GPT) ସିରିଜର…

ବଜାରକୁ ଆସିଲା ସବୁଠୁ ଶସ୍ତା ଇଲେକଟ୍ରିକ୍‌ ସ୍କୁଟର Zelo Knight+;ମାତ୍ର ୫୯ହଜାର..

ନୂଆଦିଲ୍ଲୀ: Zelo Electric ₹ ୫୯,୯୯୦ (ଏକ୍ସ-ଶୋରୁମ୍)ର ପ୍ରାରମ୍ଭିକ ମୂଲ୍ୟରେ Knight+ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। ଜେଲୋ ଇଲେକଟ୍ରିକ୍‌ ଭାରତୀୟ ବଜାରରେ ସବୁଠୁ ଶସ୍ତା ଇଲେକଟ୍ରିକ୍‌ ସ୍କୁଟର Knight+ ଲଞ୍ଚ କରିଛି । ନାଇଟ୍+ ପାଇଁ ପ୍ରି-ବୁକିଂ ସମସ୍ତ ଜେଲୋ ଇଲେକ୍ଟ୍ରିକ୍…

ସୁପର ଫିଚର ଫ୍ଲାଇଟ୍ ମୋଡ! ଦୈନନ୍ଦିନ ଜୀବନରେ ଏପରି ସାହାଯ୍ୟ କରେ…

ଭୁବନେଶ୍ବର: ବିମାନରେ ଯାତ୍ରା କରିବା ସମୟରେ ଫୋନକୁ ଫ୍ଲାଇଟ୍ ମୋଡ୍‌ରେ ରଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଫିଚର୍ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିପରି ସାହାଯ୍ୟ କରିପାରିବ? ଯଦି ଆପଣ ଭାବୁଛନ୍ତି ଯେ ସ୍ମାର୍ଟଫୋନରେ ଥିବା ଫ୍ଲାଇଟ୍ ମୋଡ୍( Flight Mode) କେବଳ ଫ୍ଲାଇଟ୍ ଯାତ୍ରା ସମୟରେ…

ଭାରତରେ ଆସିଗଲା ସବୁଠାରୁ ପତଳା କ୍ବାଡ୍‌-କର୍ଭଡ ଫୋନ୍ Vivo T4R 5G; ରହିଛି ଦମଦାର ଫିଚର

ନୂଆଦିଲ୍ଲୀ:ଗୁରୁବାର ଦିନ ଭାରତରେ Vivo T4R 5G ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନଟି ସବୁଠୁ ପତଳା କ୍ବାଡ୍‌ କର୍ଭଡ୍‌ ଡିସପ୍ଲେ ସହିତ ଆସିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୯୪୯୯ ଟଙ୍କା ରହିଛି । Vivo T4R 5G ଦୁଇଟି ରଙ୍ଗ ବିକଳ୍ପ ନୀଳ ଏବଂ ସିଲଭର ରଙ୍ଗରେ ଉପଲବ୍ଧ। କମ୍ପାନୀ…

ରିଲାଏନ୍ସ ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର; ୫୯୯ ଟଙ୍କାରେ ପାଇପାରିବେ ଏହି ବଡ ସୁବିଧା…

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏକ ନୂଆ ଏବଂ ସ୍ମାର୍ଟ କ୍ଲାଉଡ୍-ଆଧାରିତ ଭର୍ଚୁଆଲ୍ ଡେସ୍କଟପ୍ ସେବା JioPC ଲଞ୍ଚ କରିଛି । ଏହି ସେବା ମାଧ୍ୟମରେ, ଆପଣ ଯେକୌଣସି ଟିଭିକୁ କମ୍ପ୍ୟୁଟର ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ, ଆପଣଙ୍କୁ କୌଣସି ଅଲଗା CPU ର ଆବଶ୍ୟକ ହେବ ନାହିଁ । ଆପଣଙ୍କୁ କେବଳ…

ଫୋନରେ ମ୍ୟାଗ୍ନେଟିକ୍ ସ୍ପିକର ରହିଲେ କ’ଣ ଲାଭ? ଏହାର ବ୍ୟବହାର କାହିଁକି ହୋଇଥାଏ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯେକୌଣସି ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେଉଛି ଏହାର ସ୍ପିକର କ୍ବାଲିଟି ବିଷୟରେ ଆଲୋଚନା ହୋଇଥାଏ । ଅନେକ ବ୍ରାଣ୍ଡ ଏବେ ସେମାନଙ୍କ ମୋବାଇଲରେ ମ୍ୟାଗ୍ନେଟିକ୍ ସ୍ପିକର ଲଗାଇବା ଆରମ୍ଭ କରିଦେଇଛନ୍ତି । ଏହି ନାଁ ଶୁଣି ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଥିବ ଯେ ଫୋନରେ…

MY Bharat 2.0 ପୋର୍ଟାଲ ଲଞ୍ଚ, କିପରି କରିବେ ପଞ୍ଜିକରଣ ଜାଣନ୍ତୁ…

ନୂଆଦିଲ୍ଲୀ: ସରକାର କୋଟି କୋଟି ଯୁବକ ଯୁବତୀଙ୍କ ପାଇଁ ନୂତନ MY Bharat 2.0 ପୋର୍ଟାଲ୍ ଆରମ୍ଭ କରିଛନ୍ତି । ଏହି ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଭାବରେ ବିକଶିତ କରାଯାଇଛି । ଏହି ପ୍ଲାଟଫର୍ମ ପ୍ରଯୁକ୍ତିବିଦ୍ୟାକୁ ପ୍ରଥମ ପଦ୍ଧତି ରଖି ଯୁବପିଢ଼ିଙ୍କୁ ସଶକ୍ତ…

ବୈଜ୍ଞାନିକଙ୍କ କମାଲ, ଆକାଶରେ ଉଡ଼ିବ ମଣିଷ ରୋବୋଟ

ନୂଆଦିଲ୍ଲୀ: ବୈଜ୍ଞାନିକ ଜଗତରେ ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର ସାମ୍ନାକୁ ଆସିଛି। ଇଟାଲୀର ବୈଜ୍ଞାନିକମାନେ ଏକ ଏଭଳି ରୋବୋଟ୍‌ ତିଆରି କରିଛନ୍ତି ଯାହା କେବଳ ମଣିଷ ଭଳି ଦେଖାଯାଉନାହିଁ, ବରଂ ଉଡ଼ି ମଧ୍ୟ ପାରୁଛି। ‘iRonCub MK3’ ନାମକ ଏହି ରୋବୋଟ୍‌ ନିକଟରେ ପ୍ରଥମ ଥର ପାଇଁ ସଫଳତାର ସହ…