Latest Odisha News

BREAKING NEWS

ସାମୟିକ ଭାବେ ରଦ୍ଦ ହେଲା ୬୫୭ ଟ୍ରେନ

ନୂଆଦିଲ୍ଲୀ: ଭାରତ ସରକାର ସାମୟିକ ଭାବେ ୬୫୭ ଟ୍ରେନ ରଦ୍ଦ କରିଛନ୍ତି । ଏଥିରେ ମେଲ, ଏକ୍ସପ୍ରେସ ଓ ପ୍ୟାସେଞ୍ଜର ଗାଡି ସାମିଲ ରହିଛି । ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା କୋଇଲା ଅଭାବ ପୂରଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହା ବଦଳରେ ୫୩୩ କୋଇଲା ରେକ ଡ୍ୟୁଟିରେ ଲଗାଯାଇଛି । ଏକୁଡିକ ୧୬.୨୦ ଲକ୍ଷ ଟନ କୋଇଲା ପରିବହନ କରିବେ ।

ବିଦ୍ୟୁତ ଉତ୍ପାଦନର ଅଭାବ ଦେଖା ଦେଇଥିବାରୁ କିପରି ଠିକ ସମୟରେ କୋଇଲା ପଂହଚିବ ସେ ନେଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ସରକାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Leave A Reply

Your email address will not be published.