ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ର ସରକାର ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।
ତାଙ୍କୁ ସମ୍ମାନ ଜଣାଇ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସାତ ଦିନ ପାଇଁ ଅର୍ଦ୍ଧ ନମିତ କରିରଖାଯିବ । ଏହି ସମୟ ମଧ୍ୟରେ କୌଣସି ସରକାରୀ କାର୍ଯ୍ୟକ୍ରମ କରାଯିବ ନାହିଁ ।
ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ୮୪ ବର୍ଷ ବୟସରେ ଆଜି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି ।
Comments are closed.