Latest Odisha News

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପୁଣି ବଢିଲା କଟକଣା

ନୂଆଦିଲ୍ଲୀ: ଭାରତ ସରକାର ବୁଧବାର ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଉପରେ କଟକଣାକୁ ବୃଦ୍ଧି କରିଛନ୍ତି। ଏହି ପ୍ରତିବନ୍ଧକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।

ପ୍ରାୟ ୧୫ ମାସର ବ୍ୟବଧାନ ପରେ ପୂର୍ବରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ଜୁନ୍‌ ୩୦ରେ ହଟିବ ବୋଲି ଅନୁମାନ କରାଯାଉଥିଲା।

କେବଳ କିଛି ଦେଶଗୁଡିକ କାର୍ଗୋ ବିମାନ ଚଳାଚଳ ଜାରି ରହିବ।

Comments are closed.