Latest Odisha News

BREAKING NEWS

ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ। ରାଜ୍ୟମାନଙ୍କ ପାଇଁ ୮୧୫ ସିଟ୍‌ ନେଇ ପ୍ରସ୍ତାବ। କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ ସିଟ୍‌ ସଂରକ୍ଷିତ ରହିବ। ୨୦୨୯ ସାଧାରଣ ନିର୍ବାଚନ ବେଳକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆସିଲା ଡ୍ରାଫ୍ଟ ବିଲ୍‌ । ୧୩୧ ତମ ସମ୍ବିଧାନ ସଂଶୋଧନ ବିଧେୟକରେ ପ୍ରସ୍ତାବ ।

ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପ୍ରସ୍ତାବ ଦିଆଯାଇଛି । ରାଜ୍ୟମାନଙ୍କ ପାଇଁ ୮୧୫ ସିଟ୍‌ ନେଇ ପ୍ରସ୍ତାବ ରହିଛି । କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ ସିଟ୍‌ ସଂରକ୍ଷିତ ରହିବ । ୨୦୨୯ ସାଧାରଣ ନିର୍ବାଚନ ବେଳକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି ।

Comments are closed.