Latest Odisha News

ଅକ୍ଟୋବର ୭ ସୁଦ୍ଧା ୧୦୦ କୋଟି ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ରଖିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୨ କୋଟିରୁ ଅଧିକ ଟିକାକରଣ କରି ଇତିହାସ ରଚିଛି ଭାରତ।

ଦିନକରେ ୨.୫ କୋଟିରୁ ଅଧିକ କୋଭିଡ-୧୯ ଟିକାକରଣ କରି ନୂଆ ରେକର୍ଡ ସୃଷ୍ଟି କରିଛି ଭାରତ। ସରକାରୀ ସୂତ୍ରରୁ ଜଣାପଡିଛି ଯେ ଅକ୍ଟୋବର ୭ ସୁଦ୍ଧା ଦେଶରେ ୧୦୦ କୋଟି ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.