ବରଗଡ଼ :ଧନ ତେରାସ ପୂର୍ବରୁ ସୁନା ଦୋକାନୀଙ୍କୁ ଝଟକା । ଟିକସ ଫାଙ୍କିବା ଅଭିଯୋଗରେ ଗହଣ। ଦୋକାନୀଙ୍କ ଘରେ ସିଟି ଜିଏସଟି ବିଭାଗ ରେଡ କରିଛି। ପଦ୍ମପୁର ସହରର ଥାନା ଛକସ୍ଥିିତ ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ତା ନାଁ ରେ ଅଭିଯୋଗ ହୋଇଥିଲା । ସିଟି ଓ ଜିଏସଟି ବିଭାଗର ବରଗଡ଼ ଓ ସମ୍ବଲପୁର ଦୁଇଟି ଟିମ୍ ପଦ୍ମପୁର ଥାନା ଛକ ସ୍ଥିତ ଦୋକାନ ଓ ଘରେ ଚଢାଉ କରିଛନ୍ତି । ଏବଂ ସମସ୍ତ କ୍ରୟ ବିକ୍ରୟ ରେଜିଷ୍ଟାର ଯାଞ୍ଚ କରିବା ସହ ସୂନା ଗହଣା ଆଦି ଯାଞ୍ଚ କରିଥିଲେ ବୋଲି ଜିଏସଟି ବିଭାଗ ବରଗଡ଼ ଅଧିକାରୀ ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି।
BREAKING NEWS
- Afghanistan Pakistan Conflict: ‘ଆଉ ଆଲୋଚନା ନୁହେଁ, ସିଧା ପ୍ରତିଶୋଧ ନେବୁ…’, କାବୁଲରେ ବିମାନ ଆକ୍ରମଣ ପରେ ତାଲିବାନର ଘୋଷଣା
- Congress Suspends 3 MLAs: ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ, ତିନି ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ
- ବଢ଼ିଲା କ୍ରସଭୋଟିଂ କରିଥିବା ବିଧାୟକଙ୍କ ସୁରକ୍ଷା
- Nuclear Weapon Against Iran: ଯୁଦ୍ଧରେ ଇରାନ ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ କି ଇସ୍ରାଏଲ? ଟ୍ରମ୍ପ କହିଲେ…
- ଅସୁରକ୍ଷିତ ଗହୀରମଥା ଅଭୟାରଣ୍ୟ: ଅକାଳରେ ମରୁଛନ୍ତି ଅଲିଭ୍ ରିଡ୍ଲେ, ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ
- କାହିଁକି ଓ କାହା ଭୁଲରୁ ଘଟିଗଲା SCB ଅଗ୍ନିକାଣ୍ଡ?
- JDU ନା BJP: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସ୍ରୁ ବାହାରିଲେ ଏହି ନେତା
- Weather Update: କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କତା ଜାରି
- ମହଙ୍ଗା ହେଲା FASTag ବାର୍ଷିକ ପାସ୍
- କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୪୦୦ ମୃତ
Comments are closed.