ସୁବର୍ଣ୍ଣପୁର : ଜିଏସଟି ଫାଙ୍କିବା ଅଭିଯୋଗରେ ରେଡ୍ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ସହଲା ରୋଡ ରେ ଥିବା କେଜିଏନ୍ ସାନିଟାରୀ ଓ ମୁକ୍ତାର ଟ୍ରେଡସ ଦୁଇଟି ଜାଗାରେ ବଲାଙ୍ଗୀର ଜିଏସଟିର ୬ ଜଣିଆ ଟିମ୍ ଚଢ଼ାଉ କରୁଛି । GST ଫାଙ୍କିବା ଅଭିଯୋଗ ରେ ଏହି ରେଡ୍ ଜାରି ରହିଛି ।
କିଶୋର ଚନ୍ଦ୍ର ମେହେର ଡେପୁଟି କମିସନର ଙ୍କ ନେତୃତ୍ଵରେ ଛାନଭିନ୍ ଜାରି ରହିଛି । ଆଜି ସକାଳୁ ଜିଏସଟି ଟିମ୍ ଏବଂ ବଲାଙ୍ଗୀର ଓ ସୋନପୁର ପୋଲିସ ଏହି ଦୁଇ ଦୋକାନରେ ଚଢାଉ ଜାରି ରଖିଛି । ସେମାନଙ୍କ ବ୍ୟାଙ୍କ ପାସବୁକ , ଟଙ୍କା ସହ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଗୁଡ଼ିକୁ ଯାଞ୍ଚ କରାଯାଉଛି ।
Comments are closed.