କୋରାପୁଟ : ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ଗୁମ୍ମା ଏରିଆ କମିଟିର ସଦସ୍ୟ ସୋନାଲ ମାଡ଼ଭି ଓରଫ କିରଣ । ଗତ ୨୦୧୨ ମସିହାରେ ଛତିଶଗଡର ପାମେଡୁ ଏରିଆ କମିଟିରେ ସିପିଆଇ (ମାଓବାଦୀ ) ସଙ୍ଗଠନରେ ସେ ଯୋଗ ଦେଇଥିଲା । ପୂର୍ବରୁ କୋରାପୁଟ ଜିଲ୍ଲାରେ ତାଙ୍କ ପତ୍ନୀ ତାଳସେ ହୁଇକା ଆତ୍ମସମର୍ପଣ କରିବା ପରେ ସେ ମଧ୍ୟ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲା ବୋଲି ଡିଆଇଜି ସୂଚନା ଦେଇଛନ୍ତି । ସରକାରଙ୍କ ଥଇଥାନ ନିମୟ ଅନୁସାରେ କିରଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ମାଓବାଦୀମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି । କୋରାପୁଟ ଏସପି ବରୁଣ ଗୁଣ୍ଠାପାଲ୍ଲି ଓ ବିଏସଏଫ ଦୁର୍ଗପତି ଏସ.ଏସ. ପାନଓ୍ବାର ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
BREAKING NEWS
- CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା ବୃଦ୍ଧି, ଏହି ତାରିଖ ଯାଏଁ କରିପାରିବେ ଆବେଦନ
- ୪୦ ପ୍ରତିଶତ ଗ୍ରାଜୁଏଟ୍ ବେକାର, ଏଥିପାଇଁ ମିଳୁନି ଚାକିରି
- ଆମେ ମୁଣ୍ଡ ନୁଆଁଇବୁ ନାହିଁ କି ଭୟ କରିବୁ ନାହିଁ: ସାଉଦି ବିଦେଶ ମନ୍ତ୍ରୀଙ୍କ ଚେତାବନୀ
- ଅଶ୍ଳୀଳତାରେ ଭରପୁର ‘ସରକେ ଚୁନର’
- ଇରାନକୁ ଖୋଲାଖୋଲି ଟ୍ରମ୍ପଙ୍କ ଚେତାବନୀ
- ୫.୫୬ କୋଟି ଟଙ୍କା ପେନସନ ଠକେଇ ମାମଲା: ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ
- Thunderstorm Warning: ରାଜ୍ୟରେ ୫ ଦିନ କାଳବୈଶାଖୀ, ଝଡବର୍ଷା ନେଇ ସତର୍କତା ଜାରି
- ମାଟ୍ରିକ ଖାତା ଦେଖା ଆରମ୍ଭ, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ଫଳ
- ଡିଭାଇଡ଼ରକୁ ପିଟିଲା ଆଳୁ ବୋଝେଇ ଟ୍ରକ: ୨ ମୃତ
- ଓଡ଼ିଶାରେ ଜମି କିସମ ପରିବର୍ତ୍ତନ ନିୟମକୁ ବଦଳେଇବାକୁ ରାଜ୍ୟ ଡେଭଲପର୍ସଙ୍କ ଦାବି
Comments are closed.