କଟକ : ସାଲେପୁର ଜପକୂଦ ଫାଣ୍ଡି ବିରୂପା ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ହେଲେ କୁଅଁରପୁର ଗାଁର ନରେନ୍ଦ୍ର ନାଥ ପ୍ରଧାନଙ୍କ ପୁଅ ଭରତ କୁମାର ପ୍ରଧାନ । ଗତକାଲି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ଭରତଙ୍କର କୌଣସି ଖୋଜ ଖବର ମିଳିନଥିଲା । ବହୁ ଖୋଜାଖୋଜି ପରେ ବିରୂପା ନଦୀକୂଳରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଭରତଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏନେଇ ଜପକୂଦ ଫାଣ୍ଡିରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- HLCA meeting: ଖୋର୍ଦ୍ଧାରେ ସେମିକଣ୍ଡକ୍ଟର ମେମୋରି ଚିପ୍ ପ୍ଲାଣ୍ଟ, ଢ଼େଙ୍କାନାଳରେ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ ହେବ ନିର୍ମାଣ
- OKCLର ବାର୍ଷିକ ଉତ୍ସବ-୨୦୨୬:“ଘରେ ଘରେ ଓଏସ-ସିଆଇଟି – ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା”ଶପଥ ଆହ୍ୱାନ
- ଏ କି ବ୍ୟବସ୍ଥା ? ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର
- ଟି୨୦ ବିଶ୍ୱକପ: ସୁପର ଏଇଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ
- ଓଡ଼ିଶାକୁ ଚିନ୍ତା ବାଲ୍ୟ ବିବାହ, ୧୨ ଜିଲ୍ଲାରେ ଅଧିକ…
- ଅନୁଗୁଳ ଜଙ୍ଗଲରେ ପିକନିକ, ସାମାଜିକ ସମାବେଶ ମନା
- ଟି୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶରେ ବଡ ପରିବର୍ତନ କରିବା ଲକ୍ଷ୍ୟରେ ନାହିଁ ଟିମ ଇଣ୍ଡିଆ
- Opium Cultivation: ୨୨ କୋଟିର ଅଫିମ ଗଛ ନଷ୍ଟ,୩ ମହିଳାଙ୍କ ସମେତ ୬ ଗିରଫ
- ୪୭ ବର୍ଷ ପରେ ଏକାଠି ରଜନୀକାନ୍ତ ଓ କମଲ ହାସନ, ଧମାକା କଲା ପ୍ରୋମୋ…
- ୧୦ ବର୍ଷ ପରେ ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ହରାଇଲା ଭାରତ
Comments are closed.