ଭୁବନେଶ୍ୱର: ହକି ଟିମ୍ରେ ଓଡ଼ିଆଙ୍କ ଦବଦବା । ଟୋକିଓ ଅଲିମ୍ପିକ୍ସରେ ସାମିଲ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ୧୬ ଜଣିଆ ପୁରୁଷ ହକି ଟିମ୍ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ବୀରେନ୍ଦ୍ର । କିଛି ଦିନ ବ୍ୟବଧାନରେ ଚିକିତତ୍ସିତ ହେବା ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ସେ । ପିଲା ବେଳରୁ ଖେଳ ପ୍ରତି ଦୁର୍ବଳତା ଥିବା ବୀରେନ୍ଦ୍ରଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି । ତେବେ ଟୋକିଓ ଅଲିମ୍ପିକ୍ସ ବୀରେନ୍ଦ୍ରଙ୍କ ପାଇଁ ବଡ଼ ସୁଯୋଗ । ଏ ନେଇ ନିଜ ଦଳଗତ ପ୍ରଦର୍ଶନ ଭଲ ରଖିବାକୁ ଆଶାବାଦୀ ରହିଛନ୍ତି ।
BREAKING NEWS
- ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପ୍ରସଙ୍ଗ: ପାକିସ୍ତାନ ମନ୍ତ୍ରୀ ଅହସାନ ଇକବାଲଙ୍କ ବଡ଼ ବୟାନ
- ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: MMDR ବିଲ୍ ଉପରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ କଂଗ୍ରେସର ଦାବି
- Pahalgam Terror Attack: ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦକୁ ସମନ କରିବ NIA
- ପଶ୍ଚିମବଙ୍ଗରେ TMC ବିଭାଜନ ପରେ ନୂଆ ସଙ୍କଟ, ବହୁଜନ NCPI ଉପରେ ବିଦ୍ରୋହୀ ସାଂସଦଙ୍କ ନଜର
- ରକ୍ତ ପରୀକ୍ଷା ପାଇଁ ଆଉ ଘଣ୍ଟାଘଣ୍ଟା ଠିଆ ହେବେ ନାହିଁ ରୋଗୀ; କରାଯିବ ଟୋକୋନ୍ ବ୍ୟବସ୍ଥା
- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ
- ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ପାଳିତ ହେବ ‘ଗରିମା ଦିବସ
- Relief at 105: ୧୦୫ ବର୍ଷ ବୟସରେ ଜେଲରୁ ବାହାରିଲେ…ସୁପ୍ରିମକୋର୍ଟଙ୍କ ରାୟରେ ରସିକ ଚନ୍ଦ୍ରଙ୍କୁ ପରିଣତ ବୟସରେ ମିଳିଲା ନୂଆ ଜୀବନ
- ମହାନଦୀରୁ ୨ ନାବାଳିକା ଉଦ୍ଧାର
- Reels Scheme: କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଖୁସି ଖବର! ରିଲ୍ସ କରିବେ ଆପଣ…ସରକାର ଦେବେ ୧ ଲକ୍ଷ ଟଙ୍କା!


Comments are closed.