Latest Odisha News

BREAKING NEWS

ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଲା ନୂଆ ପରିବହନ ଆଇନ

ଭୁବନେଶ୍ବର : ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଲା ନୂଆ ପରିବହନ ଆଇନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟରେ ଲକଡାଉନ୍ କଟକଣା ଜାରି ରହିଥିବାରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ନୂଆ ପରିବହନ ଆଇନ ଲାଗୁ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ଫଳରେ ବର୍ତ୍ତମାନ ପାଇଁ କୋହଳ ରହିବ ପରିବହନ ଆଇନ । ଜୁଲାଇ ୧ ତରିଖ ପରେ ରାଜ୍ୟ ସରକାର ଲକଡାଉନ ନେଇ ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ ପରିବହନ ବିଭାଗ ନିଷ୍ପତ୍ତି ନେବ ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Leave A Reply

Your email address will not be published.