ବେଜିଂ: ଚୀନର ହେଲୟୋଙ୍ଗ ଅଂଚଳରେ ଏବେ ଆଇସ ଆଣ୍ଡ ସ୍ନୋ ଫେଷ୍ଟିଭାଲ ଆରମ୍ଭ ହୋଇଛି । ୧୮ ଦିନ ସମୟ ଦିଆଯିବା ପରେ କଳାକାରମାନେ ଗଢ଼ିଥିଲେ ବରଫର ମହଲ ଏବଂ ଅନ୍ୟ କଳାକୃତି । ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଏହି କଳାକୃତି ଦେଖିବାକୁ ଆସିଥାନ୍ତି । ଥ୍ରୀଡି ଲାଇଟ ଏବଂ ବରଫର କଳାକୃତି ଲୋକମାନଙ୍କୁ ଏକ ନୂଆ ଦୁନିଆକୁ ନେଇ ଯାଇଥାଏ ।
ଏଠାରେ ବର୍ତମାନ ମାଇନସ ୩୫ ଡିଗ୍ରୀ ଟେମ୍ପରେଚର ରହିଛି । ଏହି ବରଫଭରା ପରିବେଶରେ କଳାକାର ଯାଦୁଭରା ସ୍ପର୍ଶ ବିମୋହିତ କରିଦିଏ । ପ୍ରତ୍ୟେକ ବର୍ଷ ୨କୋଟିରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପ୍ରତ୍ୟେକ କଳାକାରଙ୍କୁ ଏକ ନିର୍ଦ୍ଦିଷ୍ଟ ମାପର ବରଫ ବ୍ଲକ ଦିଆଯାଇଥାଏ । ସେଥିରେ ସେମାନେ ଦକ୍ଷତାର ପରିଚୟ ଦେଇଥାନ୍ତି ।
BREAKING NEWS
- Pravat Ranjan Biswal Explodes in Press Meet: ବିଜେଡିରୁ ବିଦା ହେବା ପରେ ବର୍ଷିଲେ ପ୍ରଭାତ, କହିଲେ, ‘୨ ଜଣଙ୍କ ପାଇଁ ପିନ୍ଧୁଛି ଖଇରିଆ ସାର୍ଟ…’
- Khamenei Killing a Terrorist Act: ଖାମେନେଇଙ୍କ ମୃତ୍ୟୁ ନେଇ କ୍ରୋଧିତ ଭାରତୀୟ ସିଆ ଧର୍ମଗୁରୁ, ଆମେରିକାର ଆକ୍ରମଣକୁ କହିଲେ ଆତଙ୍କବାଦୀ ଆକ୍ରମଣ
- Mojtaba To Succeed Khamenei: ଇରାନର ଶାସନ ଭାର ସମ୍ଭାଳିବେ ଖାମେନେଇଙ୍କ ପୁଅ!
- Iran Israel US War: ଖାମେନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ଇରାନ, ୨୭ଟି ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼
- Arijit Singh First Independent Song: ପ୍ଲେବ୍ୟାକ୍ ଛାଡି ଏକ ନୂଆ ଯାତ୍ରାରେ ଅରିଜିତ ସିଂହ, ପ୍ରଶଂସକକୁ ଦେଲେ ବଡ଼ ସରପ୍ରାଇଜ୍
- Air India Cancels International Flights: ମଧ୍ୟପ୍ରାଚ୍ୟ ଉତ୍ତେଜନା: ଆମେରିକା, ଲଣ୍ଡନ-ପ୍ୟାରିସ ବିମାନକୁ ବାତିଲ କଲା ଏୟାର ଇଣ୍ଡିଆ
- Gold Silver Prices: ମଧ୍ୟପ୍ରାଚ୍ୟରେ ଅଶାନ୍ତି ଭିତରେ ବଢିଲା ସୁନା ରୂପା ଦର… ଜାଣନ୍ତୁ ଆପଣଙ୍କ ସହରରେ କ’ଣ ରହିଛି ମୂଲ୍ୟ?
- Ayatollah Ali Khamenei Dead: କିପରି ଖାମେନେଇଙ୍କୁ ହତ୍ୟା କଲେ ଆମେରିକା ଏବଂ ଇସ୍ରାଏଲ? ଏମିତି ଥିଲା ପୁରା ପ୍ଲାନ୍…
- ‘Peace Be Upon Him’: ଖାମେନେଇଙ୍କ ମୃତ୍ୟୁ ଖବର ପରେ ଭାଇରାଲ ହେଉଛି ଇରାନ ନେତାଙ୍କ ଖଣ୍ଡା ଧରା ଫୋଟୋ…
- Khamenei killed in US-Israel strikes: ମଧ୍ୟପ୍ରାଚ୍ୟରୁ ବଡ଼ ଖବର…ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ହୋଇସାରିଛି!
Comments are closed.