ରାୟଗଡ଼ା : ରାୟଗଡ଼ାର ନିୟମଗିରି ପାହାଡରୁ ରବିବାର ଦିନ ଏକ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିଛି ସ୍ଥାନୀୟ ପୋଲିସ ।
ଗିରଫ ମାଓବାଦୀ ଜଣକ ସିକୁନୁ ସିକ୍କା (୩୧) ଏବଂ ତାଙ୍କ ଘର ସ୍ଥାନୀୟ ମାୟାବାଲି ଗ୍ରାମ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ କଲ୍ୟାଣସିଂହ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରିବା ସହ ସିକୁନୁକୁ ଗିରଫ କରିଛି ।
Comments are closed.