ଅହମ୍ମଦାବାଦ: ପରଲୋକରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କ ବାପା । ଆଜି ସେମାନଙ୍କର ବାପା ହିମାଂଶୁ ପାଣ୍ଡ୍ୟାଙ୍କର ହୃତଘାତରେ ଦେହାନ୍ତ ହୋଇଛି । ବରୋଦରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଘଟଣା ପରେ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ବରୋଦା ଟିମର କ୍ୟାପଟେନ୍ ଥିବା କ୍ରୁନାଲ୍ ପାଣ୍ଡ୍ୟା ଘରକୁ ଫେରିଛନ୍ତି ।

ହିମାଂଶୁ ପାଣ୍ଡ୍ୟା ଦୁଇ ପୁଅଙ୍କୁ କ୍ରିକେଟର କରିବା ପାଇଁ ସୁରତରୁ ଆସିଥିଲେ ଭଦୋଦରା । ସୁରତରେ ଛୋଟିଆ ଗୋଟିଏ କାର୍ ବ୍ୟବସାୟ କରୁଥିଲେ ହିମାଂଶୁ । ତେବେ ହାର୍ଦ୍ଦିକ ଓ କ୍ରୁନାଲଙ୍କ କ୍ରିକେଟ ତାଲିମ ପାଇଁ ସେ ସୁରତ ଛାଡ଼ିଥିଲେ । ପୂର୍ବତନ ଓ୍ୱିକେଟ କିପର କିରଣ ମୋରଙ୍କ କ୍ରିକେଟ ଏକାଡେମୀରେ ସେମାନଙ୍କୁ ଆଡମିଶନ କରାଇଥିଲେ ।
BREAKING NEWS
- ଶିକ୍ଷକଙ୍କୁ ଲହୁଲୁହାଣ କଲା ଦୁର୍ବୃତ୍ତ: କାଠଫାଳିଆରେ ମୁଣ୍ଡକୁ କଲା ଆକ୍ରମଣ
- ଚଳିତ ଖରିଫ ଋତୁରେ ପଞ୍ଜୀକରଣରେ ଓଡ଼ିଶାର ସର୍ବକାଳୀନ ରେକର୍ଡ
- ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ: ଜାଣନ୍ତୁ ୧୦ ଦିନିଆ ଗଣପତି ପୂଜାର ସମ୍ପୂର୍ଣ୍ଣ ବିଧି ଓ ମହତ୍ତ୍ୱ
- ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର: କ୍ଷୀର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବଢ଼ାଇଲା ଓମ୍ଫେଡ୍
- ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ବେଳେ ବଡ଼ ଧରଣର ସୁରକ୍ଷା ତ୍ରୁଟି: କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବନ୍ଧୁକ ସହ ୨ ଅଟକ
- ଚୀନ୍ ସହରଗୁଡ଼ିକ ଉପରେ ଘୁରି ବୁଲୁଛି ପରମାଣୁ ଆକ୍ରମଣର ବିପଦ: ସତର୍କ କରାଇଲା ସେନା, ଜାପାନକୁ କହିଲା ସବୁଠୁ ବଡ଼ ଶତ୍ରୁ
- ଦିଲ୍ଲୀ ପିଜି ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଭଙ୍ଗାଯିବ ଅସୁରକ୍ଷିତ କୋଠା
- Sasur Murder Case: ୨୧ ଦିନରେ ୩୩୦ କଲ୍…ଚାକର ସହ ମିଶି କୋଟିପତି ଶ୍ବଶୁରକୁ ମାରିଦେଲା ବୋହୂ?
- Snehangini’s husband suspended:ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଚାକିରିରୁ ସସପେଣ୍ଡ;ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ…
- Rahul Hits Back: ମୋଦିଙ୍କୁ କଡା ଜବାବ ଦେଲେ ରାହୁଲ, କହିଲେ, ‘ଲଜ୍ଜିତ, ବଦନାମ ଓ ନିରବ କରିବାକୁ ଉଦ୍ୟମ…’

Comments are closed.