Latest Odisha News

BREAKING NEWS

ହରିୟାଣାରେ ଆଉ ସପ୍ତାହେ ବୃଦ୍ଧି ହେଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌। ଏ ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି।

ହରିୟାଣା ସରକାର କୋଭିଡ ଲକଡାଉନ୍ କୁ ଜୁନ୍‌ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ୍‌ ବୃଦ୍ଧି ହେବା ସହ କଟକଣାରେ କିଛି କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.