Latest Odisha News

BREAKING NEWS

ଘାଟିରେ ଓଲଟିଲା ଟ୍ରକ୍ ,୨ ଆହତ

ଜୟପୁର : ଘାଟିରେ ଓଲଟିଲା ଟ୍ରକ। ଜୟପୁର ଘାଟିରେ ଭାରସାମ୍ୟ ହରାଇ କୋଇଲା ବୋଝେଇ ଟ୍ରକ୍ ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଫଳରେ ଟ୍ରକ୍ ପାର୍ଶ୍ଵ ଦେଇ ଯାଉଥିବା ଏକ ୧୦୭ ପିକ୍ଅପ୍ ଗାଡି ଓ ବୁଲେଟ ଟ୍ରକ୍ ତଳେ ଚାପି ହୋଇଯାଇଥିଲା ।

ଫଳରେ ପକ୍ଅପ୍ ଗାଡି ଡ୍ରାଇଭର ବୁଲେଟ ଚକ ତଳେ ଚାପି ହୋଇଯାଇଥିଲେ। ଘଟଣା ସ୍ଥଳରେ ଜୟପୁର ସଦର ଥାନା ଏକ ଟିମ୍ ଓ ଓଡ୍ରାଫ୍ ଟିମ୍ ଆସି ପହଁଚି ପିକ୍ଅପ୍ ଡ୍ରାଇଭର୍ ଓ ବୁଲେଟ ଡ୍ରାଇଭର ୨ ଜଣଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.