Latest Odisha News

BREAKING NEWS

Browsing Category

ଜୟପୁର

Joypore

[ଦେଖନ୍ତୁ ଭିଡିଓ] ଅଗ୍ନିଶମ ବାହିନୀ ଉଦ୍ୟମରେ କୂଅ ଭିତରୁ ଉଦ୍ଧାର ହେଲେ ବୃଦ୍ଧ

ଜୟପୁର : କୂଅ ଭିତରୁ ଉଦ୍ଧାର ହେଲେ ବୃଦ୍ଧ। କୂଅ ନିକଟରେ ବ୍ରସ କରୁଥିବା ସମୟରେ ଅସାବଧାନତା ଯୋଗୁ ଗୋଡ ଖସିଯାଇଥିଲା । ଆଉ ବୃଦ୍ଧ ଜଣକ କୂଅ ଭିତରକୁ ଖସିପଡ଼ିଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଉମୁରି ଗାାଁରେ। ବୃଦ୍ଧଜଣକ ହେଉଛନ୍ତି ରୂପଧର ହାଲବା। ରୂପଧର କୂଅରେ ପଡିଯାଇଥିବା ବେଳ…

ଜୁନ ମାସରୁ ଜୟପୁରରୁ ବିମାନ ସେବା ଆରମ୍ଭ ହେବ

ଜୟପୁର: ବହୁ ପ୍ରତୀକ୍ଷିତ କୋରାପୁଟ ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବ । ଚଳିତବର୍ଷ ଜୁନ ମାସରୁ ଏହା କାର୍ଯ୍ୟକ୍ଷମ ହେବ । ବୁଧବାର ସକାଳେ ପାଞ୍ଚ ଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ମିଳିଛି। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏଏସ୍)ର ଆଞ୍ଚଳିକ…

ଜୟପୁରରେ ଗୁଳିକାଣ୍ଡ: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଜୟପୁର: କଂଗ୍ରେସ ପକ୍ଷରୁ ଥାନା ଘେରାଉ । ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ପ୍ରଥମେ ଜୟପୁର ଟାଉନ୍…

ଘାଟିରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ଜୟପୁର: ଘାଟିରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । କୋରାପୁଟ ଜିଲ୍ଲା ଜୟପୁର ନିକଟ ଘାଟିରେ ଭାରସାମ୍ୟ ହରାଇ ଏଲପିଜି ଗ୍ୟାସ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍ ନିର୍ଗତ ହେଉଥିବା ଜଣା ପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥ ନଥିବା ସତ୍ତ୍ୱେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।।  ଡ୍ରୋନ…

ନିଯୁକ୍ତି ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଜୟପୁର : ଜୟପୁରରେ ମାତିଛନ୍ତି ଠକ ଗ୍ୟାଙ୍ଗ ।୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।ଅଭିଯୁକ୍ତ ସୁବାଷ ଚନ୍ଦ୍ର ଚୈଧୁରୀ ୧୦୦ ଜଣ ଲୋକଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକିନେଇଥିବା ତା ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତକୁ…

ଅଦରକାରୀ ବର୍ଜ୍ୟରୁ ଆକର୍ଷଣୀୟ ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ଜୟପୁର ଝିଅ ମାମା ସାହୁ

ଜୟପୁର :  ଅଦକାରୀ ଜୀନିଷରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଜୀନିଷ । ଆମେ ନିତି ଦିନିଆ ଜୀବନରେ ଅନେକ ଜୀନିଷ କିଣୁ । ବ୍ୟବହାର ସରିଗଲା ପରେ ତାକୁ ଆମେ ଅଳିଆ ଗଦାରେ ଫୋପୋଡି ଦେଉ । କିନ୍ତୁ ଏହି ଅଦରକାରୀ ବର୍ଜ୍ୟ ବସ୍ତୁକୁ ଦରକାରୀ ବସ୍ତୁରେ ପରିଣତ କରି ସୁନ୍ଦର ରୂପ ଦେଇ ଚର୍ଚ୍ଚାରେ…

ପରିବା ମାର୍କେଟରେ ନିଆଁ, ୪୦ ଦୋକାନ ଛାରଖାର

ଜୟପୁର(କୋରାପୁଟ): ପରିବା ମାର୍କେଟରେ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୪୦ ଦୋକାନ। କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିଦ୍ୟାଧର ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ପରିବା ବଜାର ସମ୍ପୂର୍ଣ୍ଣ  ଛାରଖାର ହୋଇ ଯାଇଛି। ଗତକାଲି ରାତି…

ଆଜି ବିଜେପିର ୧୨ଘଣ୍ଟିଆ ଜୟପୁର ବନ୍ଦ ଡ଼ାକରା

ଜୟପୁର: ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ଓ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଜୟପୁରରେ ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଏହି ବନ୍ଦ କରାଯାଇଛି । ଦୋକାନ, ବଜାର ସମେତ ଚକ, ଅଖ ମଧ୍ୟ ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଓଲଟିଲା OSRTC ବସ୍, କୁହୁଡ଼ିରେ ଦେଖାଗଲାନି ରାସ୍ତା

ଜୟପୁର(କୋରାପୁଟ): କୁହୁଡ଼ିରେ ଦେଖାଗଲାନି ରାସ୍ତା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଲା OSRTC ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି ।…