Latest Odisha News

BREAKING NEWS

ଟାଙ୍ଗୀ ଅଞ୍ଚଳରେ ୧୬ ଟିକିଆ ହାତୀପଲ ଆତଙ୍କ, ନଷ୍ଟ କଲେ ଫସଲ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ହାତୀ । ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀପଲ । କାଲି ବିଳମ୍ବିତ ରାତିରେ ୧୬ ଟିକିଆ ହାତୀପଲ ଉଦୟଗିରି ଜଙ୍ଗଲରୁ ବାହାରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ରାତିରେ ହାତୀପଲ ଉପରେ ବନ ବିଭିଗ ଟିମ୍ ନଜର ରଖିଥିଲେ ।

BjdElectrycity

ପରେ ସକାଳୁ ହାତୀ ପଲଙ୍କୁ ବନ ବିଭାଗ ଟିମ୍ ଘଉଡାଇଛି । ସେପଟେ ଚାଷୀ ମାନଙ୍କ ଫସଲ ହାତୀ ନଷ୍ଟ କରିଦେଇଥିବାରୁ କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି ଚାଷୀମାନେ।

Leave A Reply

Your email address will not be published.