Latest Odisha News

BREAKING NEWS

ଜାଣନ୍ତୁ, ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ କେଉଁ ଅତିଥି…

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବେ । ଏହି ଶପଥଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାରରୁ ଅଧିକ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଲମ୍ବା ଅତିଥି ତାଲିକାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କ୍ରୀଡ଼ାବିତ ରହିଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ଯୋଗଦେଉଥିବା ପ୍ରମୁଖ ରାଷ୍ଟ୍ରମୁଖ୍ୟ:
ବାଂଲାଦେଶ ପ୍ରଦାନମନ୍ତ୍ରୀ ଅବଦୁଲ ହମିଦ
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମୈତ୍ରୀପଲ୍ଲା ସିରିସେନା
ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି
ମିଆଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ
ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ
ଥାଇଲାଣ୍ଡର ସ୍ୱତନ୍ତ ପ୍ରତିନିଧି ଗ୍ରିସଦା ବୁନାକ
କିରଗିଜସ୍ତାନ ପ୍ରଧାନମନ୍ତ୍ରୀ ସୁରୁନବେ ଜେନବେକଭ
ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ

ପ୍ରମୁଖ ବ୍ୟବସାୟୀ ତଥା ବିଶ୍ୱସ୍ତରୀୟ ଉଦ୍ୟୋଗୀ:
ଆଇଏମଏଫ ମ୍ୟାନେଜିଂ ଡ଼ିରେକ୍ଟର ଓ ଚେୟାରମ୍ୟାନ କ୍ରିଷ୍ଟିନା ଲାଗାର୍ଡ଼
ବିଲ୍ ଗେଟସ୍
ଜନ ଚ୍ୟାମ୍ପର୍ସ

କ୍ରୀଡ଼ାବିତ:

ସାଇନା ନେହୱାଲ
ପି ଟି ଉଷା
ଋାହୁଲ ଦ୍ରାବିଡ଼
ଅନୀଲ କୁମ୍ବଲେ
ଜଭାଗଲ୍ ଶ୍ରୀନାଥ
ହରଭଜନ ସିଂହ
ଦୀପା କର୍ମକାର

ଅଭିନେତା / ଅଭିନେତ୍ରୀ

ରଜନୀକାନ୍ତ
ଶାହରୁଖ ଖାନ
କଙ୍ଗନା ରନାୱତ
ସଞ୍ଜୟ ବନସାଲୀ
କରନ୍ ଜୋହର

ପ୍ରମୁଖ ଭାରତୀୟ ଶିଳ୍ପପତି:

ଗୌତମ ଆଦାନି
ରତନ ଟାଟା
ଅଜୟ ପିରାମଲ

ମୁକେଶ ଅମ୍ବାନି

Leave A Reply

Your email address will not be published.