Latest Odisha News

BREAKING NEWS

Browsing Tag

zika virus

୫ ବର୍ଷ ଝିଅ ଶରୀରରୁ ମିଳିଲା ଜିକା ଭାଇରସ, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜିକା ଭାଇରସ । ୫ ବର୍ଷର ଝିଅ ଶରୀରରୁ ମିଳିଛି ଜିକା ଭାଇରସ । ଏହି ଖବର ପ୍ରଚାର ହେବା ପରେ ଖେଳି ଯାଇଛି ଆତଙ୍କ । ବଢିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହୋଇଛି ପ୍ରଥମ ଜିକା ଭାଇରସ। ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ…

ଚିନ୍ତା ବଢାଇଲାଣି ଜିକା ଭାଇରସ୍‌; ଆଉ ୩୦ ଆକ୍ରାନ୍ତ ଚିହ୍ନଟ

କାନପୁର: ଚିନ୍ତା ବଢାଇଲାଣି ଜିକା ଭାଇରସ୍‌। କାନପୁରରେ ଜିକା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଆଉ ୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ,…

ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ

ପୁଣେ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ପୁରନ୍ଦର ତାଲୁକା ଅନ୍ତର୍ଗତ ବେଲସର ଗ୍ରାମରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଜଣେ ୫୦ ବର୍ଷ ବୟସ୍କା ମହିଳାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଏହି ମାସ ଆରମ୍ଭରେ ମହିଳା ଜଣଙ୍କ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ…

ବଢୁଛି ଜିକା ଭାଇରସ୍‌ ଭୟ; ଆଉ ୫ ମାମଲା ଚିହ୍ନଟ

ଥିରୁଅନନ୍ତପୁରମ୍‌: କରୋନାର ଭିନ୍ନ ଭିନ୍ନ ରୂପ ଏବେ ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ କେରଳରେ ଦେଖାଦେଇଥିବା ଜିକା ଭାଇରସ୍‌ ଲୋକଙ୍କ ମନରେ ଭୟ ସଂଚାର କରିଛି। ଗୁରୁବାର ଦିନ କେରଳରୁ ଆଉ ୫ଟି ଜିକା ଭୂତାଣୁ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ…

କେରଳରେ ଜିକା ଭାଇରସ ନେଇ ହାଇ ଆଲର୍ଟ, ସମ୍ମୁଖକୁ ଆସିଲାଣି ୧୪ ମାମଲା

ଥିରୁଅନନ୍ତପୁରମ: କେରଳରେ ଜିକା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୧୪ଟି ମାମଲା ସମ୍ମୁଖକୁ ଆସିଥିବା ଜାତୀୟ ଭୂତାଣୁବିଜ୍ଞାନ ସଂସ୍ଥାନ ସ୍ପଷ୍ଟ କରିଛି । ଏହାକୁ ଦେଖି ସେଠାରେ ହାଇଆଲର୍ଟ ଜାରୀ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଏବଂ…

ଏହି ରାଜ୍ୟରୁ ଆସିଲା ପ୍ରଥମ ଜିକା ଭାଇରସ୍‌ ସଂକ୍ରମିତ ମାମଲା

ଥିରୁବନନ୍ତପୁରମ: ଥିରୁବନନ୍ତପୁରମର ପାରାସାଲାର ଜଣେ ୨୪ ବର୍ଷ ବୟସ୍କା ମହିଳା ଜିକା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମହିଳା ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମହିଳାଙ୍କଠାରେ ଜୁନ୍ ୨୮ ରୁ ଲକ୍ଷଣ…