ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ତଥା ପ୍ରଯୋଜିକା ଅନୁଷ୍କା ଶର୍ମାଙ୍କୁ ଆସିଛି କୋର୍ଟ ନୋଟିସ। ନିଜ ୱେବ ସିରିଜ ‘ପାତାଲଲୋକ’ କୁ ନେଇ ଗତ କିଛି ଦିନ ୱେବ ଚର୍ଚ୍ଚାରେ ଥିବା ଅନୁଷ୍କା ଟାଣି ହୋଇ ଆସିଛନ୍ତି ବିବାଦ ଘେରକୁ । ଗୋଟିଏ ପଟେ ‘ପାତାଲଲୋକ’ ପାଇଁ ପ୍ରଶଂସା ମିଳୁଥିବା ବେଳେ ଅନ୍ୟପଟେ ପିଛା ଛାଡ଼ୁନି ବିବାଦ ।
ଏହି ସୋ’ର ତୃତୀୟ ଏପିସୋଡ଼କୁ ନେଉ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସୋମବାର ଦିନ ଅନୁଷ୍କାଙ୍କୁ ନୋଟିସ ପଠାଇଛନ୍ତି। ଏହି ଏପିସୋଡ଼ରେ ଶିଖ ସମ୍ପ୍ରଦାୟର ଭାବମୂର୍ତିକୁ ଜାଣି ଜାଣି ଖରାପ କରାଯାଉଥିବାର ଅଭିଯୋଗ ହେବା ପରେ କୋର୍ଟ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଅନୁଷ୍କାଙ୍କ ସହ ଆମାଜନ ପ୍ରାଇମ ଭିଡ଼ିଓକୁ ମଧ୍ୟ ନୋଟିସ ଜାରି ହୋଇ ଜବାବ ଦାଖଲ କରିବାକୁ କୁହାଯାଇଥିବା ସୂଚନା ମିଳିଛି।
BREAKING NEWS
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…

Comments are closed.