ଚୈତ୍ର ମାସରେ ମା’ଙ୍କର କରାଯାଉଛି ରୀତିର ସହ ପୂଜାର୍ଚ୍ଚନା । ପାକିସ୍ତାନ ବାଲୁଚିସ୍ତାନ ହିଙ୍ଗୋଳ ନଦୀ କୂଳରେ ହିଙ୍ଗଲାଜ ଭବାନୀ ମନ୍ଦିର । ଯେଉଁଠି ହୁଏ ଚମତ୍କାର । ଆଉ ସବୁଠୁ ବଡ଼ କଥା ହେଲା ଏହି ମନ୍ଦିର ହେଉଛି ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଏକତାର ପ୍ରତୀକ । ଯେଉଁଠି ଉଭୟ ଧର୍ମର ଶ୍ରଦ୍ଧାଳୁ ମିଶି ମା’ଙ୍କର ପୂଜା କରିଥାନ୍ତି । ବର୍ଷ ବର୍ଷ ଧରି ଏଠାରେ ଚାଲି ଆସୁଛି ଏହି ପରମ୍ପରା । ଯାହାକି ଉଭୟ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଏକତା ବଜାୟ ରଖିଛି
BREAKING NEWS
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ
- ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି
- ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ
- ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE
- ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…
- ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ
- ‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ

Comments are closed.