Latest Odisha News

BREAKING NEWS

ହୀରାଧର ସାହୁ ‘ଶାମ୍ଭବୀ’ ପୁରସ୍କାର ୨୦୨୦ ପାଇଁ ମନୋନୀତ

ଭୁବନେଶ୍ୱର: ହୀରାଧର ସାହୁ(ଜିଲ୍ଲା ଜଙ୍ଗଲ ମଞ୍ଚ , ଦେବଗଡ)ଙ୍କୁ ସର୍ବସମ୍ମତି କ୍ରମେ ୨୦୨୦ର ‘ଶାମ୍ଭବୀ’ ପୁରସ୍କାରର ବିଜେତା ମନୋନୀତ କରଯାଇଛି । ଅନିଲ ପ୍ରଧାନ (ନବୋମେସ ପ୍ରସାର, ଆଇପିଏଫଏସସିଆର, କଟକ ଫାଉଣ୍ଡର) ଜୁରୀ କମେଣ୍ଡେସନର ବିଜେତା ହୋଇଛନ୍ତି ।

ମାର୍ଚ୍ଚ ୧୨ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ପୁରସ୍କାର ସମାରୋହରେ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ପୁରସ୍କାର ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ(ବିଆଇପିଏଫ-ଇମ୍ଫା ସମୂହର ସମାଜ କଲ୍ୟାଣ ଶାଖା)ଦ୍ୱାରା ୨୦୧୪ ମସିହାରେ ଉଦୀୟମାନ ସମାଜ ପ୍ରବର୍ତ୍ତକଙ୍କୁ ସ୍ୱୀକୃତି ପ୍ରଦାନ କରିବା ଓ ସେମାନଙ୍କ ଭଳି ଅଧିକ ନାଗରିକଙ୍କୁ ପରିବର୍ତ୍ତନର ପ୍ରତିନିଧି ଭାବେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଥିଲା ।

Leave A Reply

Your email address will not be published.