ଭୁବନେଶ୍ୱର: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ହକି ଇଣ୍ଡିଆ ୧୭ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ଏହି ଟିମରେ ଜଣେ ମାତ୍ର ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ରିଓ ଅଲିମ୍ପିକ୍ସରେ ୪ଜଣ ଓଡିଆଙ୍କୁ ସୁଯୋଗ ମିଳିଥିଲା । ଯାହାକୁ ନେଇ ଓଡିଶା ହକିପ୍ରେମୀ ସାମାନ୍ୟ ନିରାଶ ଅଛନ୍ତି । ଚୂଡାନ୍ତ ଦଳରେ ୮ଜଣ ଅଭିଜ୍ଞ ଓ ସମାନ ସଂଖ୍ୟକ ନବାଗତଙ୍କୁ ସୁଯୋଗ ମିଳିଛି । ଓଡିଶାର ନମିତା ଟପ୍ପୋ,ଲିଲିମା ମିଞ୍ଜ ଓ ରଶ୍ମିତା ମିଞ୍ଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇଛି । ବାଙ୍ଗାଲୋରର ସାଇ ସେଂଟରରେ ଖେଳାଳିମାନଙ୍କ ଅଭ୍ୟାସ ଜାରୀ ରହିଛି । ଜୁଲାଇ ୨୪ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହେବ ।
ଭାରତୀୟ ମହିଳା ହକି ଦଳ- ଗୋଲକିପର: ସବିତା, ଡିଫେଣ୍ଡର: ଦୀପଗ୍ରେସ ଏକ୍କା, ନିକ୍କି ପ୍ରଧାନ, ଗୁରଜିତ କୌର, ଉଦିତା, ମିଡ ଫିଲ୍ଡର: ନିଶା, ନେହା, ସୁଶୀଲା ଚାନୁ, ପୁଖରାମ୍ବମ, ମୋନିକା, ନଭଜୋତ କୌର, ସାଲିମା ଟେଟେ ଫରୱାର୍ଡ: ରାନ. ନବନୀତ କୌର, ଲାଲରେମସିଆମି, ବନ୍ଦନା କାଟାରିୟା, ଶର୍ମିଳା ଦେବୀ ।
BREAKING NEWS
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
Comments are closed.