ମୁମ୍ବାଇ: କରୋନା ଭୁତାଣୁର ଭୟ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ସମସ୍ତେ କରୋନା ଭାଇରସ୍କୁ ନେଇ ଭୟଭିତ ହୋଇପଡିଛନ୍ତି । ତେବେ କରୋନା ଭାଇରସ ଠାରୁ ଦୂରେଇ ରହିବା ପାଇଁ ମୁୂମ୍ବାଇରେ ଏକ ନିଆରା ଢ଼ଙ୍ଗରେ ଲୋକଙ୍କୁ ସଚେତନ କରାଯାଇଛି ।
ସେଠାରେ ଏକ ଅଭିନୟ ଢ଼ଙ୍ଗରେ ହୋଲିକା ଦହନ ପର୍ବ ପାଳନ କରାଯାଉଛି । ମୁମ୍ବାଇର ୱର୍ଲିରେ କରୋନା ଭାଇରସ ଥିମ୍କୁ ନେଇ ‘କରୋନାସୁର’ ପୁତ୍ତଳିକା ତିଆରି କରାଯାଇଛି । ହୋଲିକା ଦହନ ଅବସରରେ ଏହାକୁ ଜଳାଯିବ ।
ଏହି ପୁତ୍ତଳିକାରେ କୋଭିଡ-୧୯ ଲେଖା ଯାଇଥିବାବେଳେ ସେ ଏକ ସୁଟକେସ୍ ଧରିଥିବା ଦେଖିବାକୁ ମିଳିଛି । ହୋଲିକା ଦହନ ମାଧ୍ୟମରେ କରୋନା ଭାଇରସକୁ ଦୂରେଇ ଦେଇ ହେବ ବୋଲି କେହି କେହି ମତ ରଖିଛନ୍ତି।
BREAKING NEWS
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
Comments are closed.