ମାନିଲା: ଫିଲିପାଇନ୍ସର ସଡକରେ ରୀତା ଗାଭିଓଲା ନାମକ ଯୁବତୀ ବୁଲି ବୁଲି ଭିକ ମାଗୁଥିଲେ । ସେ କେବେ ବି ଭାବି ନ ଥିଲେ ଯେ ଦିନେ ସୋସିଆଲ ନେଟୱର୍କିଂ ସାଇଟରେ ସେଲିବ୍ରେଟି ପାଲଟିଯିବେ । ଲୁକବାନ ସହରରେ ଫଟୋଗ୍ରାଫର ଟୋଫର କ୍ୱିଟୋ ରୀତାଙ୍କୁ ଦେଖିଥିଲେ । ସେ ତାଙ୍କ ଲୁକରେ ପ୍ରଭାବିତ ହୋଇ ଫଟୋ ଉଠାଇଥିଲେ । ପରେ ସେହି ଫଟୋକୁ ସୋସିଆଲ ସାଇଟରେ ଶେୟାର କରିଥିଲେ ।
ଏହା ରୀତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଫଟୋ ଭାଇରାଲ ହେବା ପରେ ବିଭିନ୍ନ ଫେଶନ ବ୍ରାଣ୍ଡ ତାଙ୍କୁ ମଡେଲ ଭାବେ ନେଇଥିଲେ । ବିଭିନ୍ନ ମହଲରୁ ଟଙ୍କାର ସୁଅ ଛୁଟିଥିଲା । ମଡେଲିଂ ଦୁନିଆରେ ତାଙ୍କ ନାମ ବେଡଜାେଓ ଗାର୍ଲ ରଖାଯାଇଛି । ରୀତାଙ୍କ ୫ ଭାଇ ଓ ଭଉଣୀ । ମାଆ ଘରେ ଘରେ ବୁଲି କାମ କରନ୍ତି ଓ ବାପା ଦିନ ମଜୁରିଆ କାମ କରନ୍ତି ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
Comments are closed.