Latest Odisha News

BREAKING NEWS

ଶୀତ ଦିନରେ ଏହିପରି ନିଅନ୍ତୁ ତ୍ୱଚାର ଯତ୍ନ…

ଭୁବନେଶ୍ୱର: ଶୀତ ଦିନ ଆସିବା ମାତ୍ରେ ଆମ ତ୍‌ବଚା ଶୁଷ୍କ ହୋଇ ରୁକ୍ଷ ଦେଖାଯାଏ । ତ୍ୱଚାକୁ ସତେଜ ରଖିବା ପାଇଁ ଶୀତ ଦିନେ ଏହିପରି ନିଅନ୍ତୁ ନିଜ ତ୍ୱଚାର ଯତ୍ନ…

କେବଳ ଉଷୁମ ପାଣିରେ ଗାଧୋଇବା ଓ ମଇଶ୍ଚରାଇଜର ଲଗାଇବା ଦ୍ୱାରା ତ୍ୱଚାର କେୟାର ହୁଏ ନାହିଁ । ନିଜ ତ୍ୱଚାକୁ ସତେଜ ରଖିବାକୁ କିଛି ଖାଦ୍ୟ ପାନୀୟ ଓ ପ୍ରଡକ୍ଟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ।

ବଡିଲୋଶନ: ଶରୀର ଶୁଷ୍କ ହୋଇଯାଉଥିବାରୁ ନିଜ ଗୋଡ଼, ହାତରେ ଭଲ ବଡିଲୋଶନ ଲଗାଇବା ଜରୁରୀ । ବଡିଲୋଶନ ଶୀତ ଦିନରେ ତ୍ୱଚା ପାଇଁ ରକ୍ଷାକବଚ ଭଳି କାମ କରିଥାଏ । ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ ତେବେ ଅଧିକ ମାତ୍ରାରେ ମିଲ୍କ ଓ ଗ୍ଲିସେରିନ ଥିବା ବଡିଲୋଶନ ବ୍ୟବହାର କରିବା ଉଚିତ ।

ଫେସମାକ୍ସ: ପାଚିଲା କଦଳୀ, ଟମାଟୋ ପେଷ୍ଟ କରି ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଭଲ ରହିଥିାଏ । ଆଲୋଭେରା ଜେଲ ବା ଘିକୁଆଁରୀ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ଶୁଷ୍ୱ ନ ହୋଇ ସତେଜ ଲାଗିଥାଏ ।

ଶୀତ ଦିନ ଆସିଗଲେ ସମସ୍ତେ ଗରମ ପାଣି ଗାଧେଇବା ଆରମ୍ଭ କରି ଦିଅନ୍ତି । କିନ୍ତୁ ପ୍ରତ୍ୟେକ ଦିନ ଗରମ ପାଣି ଗାଧେଇବା ଅନୁଚିତ । ଏଥିରେ ତ୍ୱଚା ଅଧିକ ଶୁଷ୍କ ଓ କଳା ଦେଖାଯାଏ ।

ଗାଧୋଇବା ବେଳେ ଶରୀରରେ ହଳଦୀ ଓ ବେସନ ସହ ଅଲିଭ ଅଏଲ ମିଶାଇ ଲଗାନ୍ତୁ। ଏହାଦ୍ୱାରା ତ୍ୱଚା ଭଲ ରହବିା

Leave A Reply

Your email address will not be published.