Latest Odisha News

BREAKING NEWS

କେମିତି ହେବ ନିର୍ବାଚନ ପ୍ରଚାର? ପରାମର୍ଶ ମାଗିଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର: କରୋନା ଭିତିରେ କେମିତି ହେବ ନିର୍ବାଚନ ପ୍ରଚାର । ଏନେଇ ପରାମର୍ଶ ଲୋଡିଲେ ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରଚାର ଓ ସଭା କରିବାକୁ ନେଇ ସମସ୍ତ ଜାତୀୟ ଓ ଆଂଚଳିକ ରାଜନୈତିକ ଦଳର ମତାମତ ମାଗିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ।

ଆସନ୍ତା ୩୧ ତାରିଖ ସୁଦ୍ଧା ଏନେଇ ମତାମତ ଦେବାକୁ କହିଛନ୍ତି ନିର୍ବାଚନ ଆୟୋଗ । ଓଡିଶାରେ ମଧ୍ୟ ଦୁଇ ଜଣ ବିଧାୟକଙ୍କ ମୃତ୍ୟୁ କାରଣରୁ ଦୁଇଟି ବିଧାନସଭା ଆସନ ଖାଲି ପଡିଛି । ବାଲେଶ୍ୱର ଓ ତିର୍ତୋଲରେ ହେବ ଉପନିର୍ବାଚନ । ତେବେ କୋଭିଡ ସମୟରେ କିପରି କରାଯିବ ଉପନିର୍ବାଚନ ସେ ନେଇ ମତାମତ ମାଗିଛନ୍ତି ନିର୍ବାଚନ ଆୟୋଗ ।

Leave A Reply

Your email address will not be published.