Latest Odisha News

BREAKING NEWS

[ଭିଡିଓ] ଏୟାରପୋର୍ଟରେ ହ୍ରିତିକଙ୍କ ହାତଧରି ବୁଲୁଥିବା ନଜର ଆସିଲେ ସବା ଆଜାଦ , ଦୁହିଁଙ୍କ ରିଲେସନସିପକୁ ନେଇ ବଢୁଛି ଚର୍ଚ୍ଚା

ମୁମ୍ବାଇ : ବଲିଉଡ ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନ କିଛି ଦିନ ହେଲା ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ହ୍ରିତିକ ଆକ୍ଟ୍ରେସ ସବା ଆଜାଦଙ୍କ ସହ ଡେଟ କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ହ୍ରିତିକ ସବାଙ୍କୁ ଏକା ସାଙ୍ଗରେ ଡିନର କରୁଥିବା ନଜର ଆସିଥିଲେ ।ଆଜି ପୁଣି ଏୟାରପୋର୍ଟରେ ହ୍ରିତିକ ରୋଶନ ୩୨ ବର୍ଷୀୟ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ହାତ ଧରି ଚାଲୁଥିବା ଦେଖିବାକୁ ମିଳିଥିଲା ।

ଏହି ଦୁଇ ଯୋଡି ଏବେ ଅନେକ ଟାଇମ ଏକାଠି ବୁଲୁଥିବାର କ୍ୟାମେରାରେ ସ୍ପଟ ହେଉଛନ୍ତି । ସେପଟେ ହ୍ରିତିକ୍ ଏବେ ‘ବିକ୍ରମ ବେଧା’ ମୁଭି ସୁଟିରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଏକ ତାମିଲ ଫିଲ୍ମର ରିମିକ ଅଟେ ।ଏହି ଫିଲ୍ମରେ ହ୍ରିତିକଙ୍କ ସଙ୍ଗେ ସୈଫ ଅଲ୍ଲୀ ଖାନ୍ ନଜର ଆସିବେ । ମୁଭିରେ ବଲିଉଡ ବିୟୁଟି ଦୀପିକା ପାଦକୋନ ମଧ୍ୟ ନଜର ଆସିବେ ।ତଥାପି ସମୟ ପାଇଲେ ସବାଙ୍କ ସହ ବୁଲିବାକୁ ଭୁଲୁନାହାନ୍ତି ହ୍ରିତିକ୍ ।

ସବା ଆଜାଦଙ୍କ ଜନ୍ମ ଦିଲ୍ଲୀରେ । ସେ ଓଡିଶୀ  କ୍ଲାସିକାଲ୍ ଓ କଣ୍ଟେମଟାରୀ ଡ୍ୟାନ୍ସ ଆଦିରେ ନିପୁଣ ଅଟନ୍ତି  । ସବା ଆଜାଦ ୨୦୦୮ରେ ଫିଲ୍ମ ‘ଦିଲ୍ଲୀ କବାଡି’ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ରାହୁଲ ବୋସଙ୍କ ନଜର ଆସିଥିଲେ । ଏହାପରେ ୨୦୧୧ନେକ୍ସଟ ଫିଲ୍ମ ‘ମୁଝସେ ଫ୍ରେଣ୍ଡସିପ୍ କରେଙ୍ଗେ’ ନଜର ଆସିଥିଲେ । ୱେବସିରିଜ ଫିଲ୍ମ ରକେଟ ବଏଜ୍ ରେ ମଧ୍ୟ ସବା ଖୁବ୍ ସୁନ୍ଦର । ଅଭିନୟ କରିଥିଲେ ।ଏହି ଅଭିନେତ୍ରୀ ଏବେ ବଲିଉଡ ହ୍ୟାଣ୍ଡ ସମ ହଙ୍କ ହ୍ରତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ବନି ଯାଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

 

 

View this post on Instagram

 

A post shared by Viral Bhayani (@viralbhayani)

Leave A Reply

Your email address will not be published.