ଭୁବନେଶ୍ବର : ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୨୧ ମସିହା ପାଇଁ ‘ସରି ଯାଇଥିବା ଅପେରା’ କବିତା ବହି ପାଇଁ ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ସେହିପରି ‘ଗୀତ କହେ ମାଟିର କଥା’ ପୁସ୍ତକ ପାଇଁ ଦେବରାଜ ବ୍ରହ୍ମାଙ୍କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର-୨୦୨୧ ପୁରସ୍କାର । ଏହାସହ ଓଡ଼ିଆରେ ‘ସ୍ପର୍ଶ ଓ ଅନ୍ୟ ଗଳ୍ପ’ ପାଇଁ ଦେବବ୍ରତ ଦାସଙ୍କୁ ଯୁବ ପୁରସ୍କାର-୨୦୨୧ ମିଳିବ । ହୃଷୀକେଶ ମଲ୍ଲିକ ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଅଛନ୍ତି । ପୂର୍ବରୁ ହୃଷୀକେଶଙ୍କୁ ‘ଧାନ ସାଉଁଟା ଝିଅ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି । ଏହାସହ ତାଙ୍କର ସାହିତ୍ୟ କୃତି ପାଇଁ ସମ୍ମାନଜନକ ସାରଳା ପୁରସ୍କାର ପ୍ରଦାନ କରାଯାଇଛି ।
BREAKING NEWS
- ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ଓଏସଆରଟିସି ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା
- ଆଇପିଏଲ ୨୦୨୬: ଏମାନେ ସାଜିବେ ମ୍ୟାଚ ଫିନିଶର
- କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୬୦ରୁ ଅଧିକ ଆହତ
- ୭ ଦିନ ଯାଏଁ ଭିଜିବ ଓଡ଼ିଶା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ମୁହଁ ଖୋଲିଲେ ପୂର୍ବତନ ବିଧାୟକ; କହିଲେ, ବାପ ଅପମାନର ପ୍ରତିଶୋଧ ନେଇଛି ପୁଅ
- Eid-ul-Fitr Celebrations: ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଇଦ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- Dhurandhar 2 Box Office Collection:୨ ଦିନରେ ୩୦୦ କୋଟି ପାଖାପାଖି ‘ଧୁରନ୍ଧର ୨’, ଭାଙ୍ଗୁଛି ସବୁ ରେକର୍ଡ
- Orange Warning for Odisha: ସକାଳୁ ବର୍ଷିଲା, ଭିଜିଲା ଏହି ସବୁ ଜିଲ୍ଲା…ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି
- Regularises of Schematic Junior Teachers: ପର୍ମାନେଣ୍ଟ ହେଲେ ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ
- Rajyasabha Cross-Voting: ୬ ବିଧାୟକଙ୍କ କ୍ରସ୍ ଭୋଟିଂ ଉପରେ ବିଜେଡିର ପ୍ୟାନେଲ୍ ବୈଠକ, କି ନିଷ୍ପତ୍ତି ନେବେ ନବୀନ?
Comments are closed.