Latest Odisha News

BREAKING NEWS

କଟକରେ କଲେଜ ହଷ୍ଟେଲରୁ ଆଇନ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର

କଟକ: କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟର ଏକ ହଷ୍ଟେଲ କୋଠରୀ ମଧ୍ୟରୁ ରବିବାର ଦିନ ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି ।

ଛାତ୍ର ଜଣକ ଦ୍ୱୀତୀୟ ବର୍ଷ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସେ କିଶୋରନଗର ଅଞ୍ଚଳର ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ପ୍ରଥମେ ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରମାନେ ଝଲନ୍ତା ଅବସ୍ଥାରେ ତାଙ୍କୁ ଦେଖି ପ୍ରଥମେ ପୋଲିସକୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ଲାଗି ପଠାଇଦେଇଛନ୍ତି । ଏବେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.