ଗଜପତି : ଗଜପତି ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା । ଅଡବା ପୋଲିସ ପେଟ୍ରୋଲିଂ ବେଳେ ମନ୍ଦ୍ରାବାଜୁ ଛକ ନିକଟରୁ ଏକ ଏକ ଟ୍ରକରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଉତ୍ତରପ୍ରଦେଶ ନମ୍ବର ଥିବା ଏକ ଟ୍ରକକୁ ଚେକିଂ ବେଳେ, ସେଥୁରୁ ଜବତ ହୋଇଛି ୭୦ ବସ୍ତାରେ ଗଞ୍ଜେଇ । ଘଟଣାସ୍ଥଳରୁ ଟ୍ରକକୁ ପୋଲିସ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଟ୍ରକ ଡ୍ରାଇଭର ଓ ହେଲପରକୁ ଗିରଫ କରିଛି ଅଡବା ପୋଲିସ । ଜବତ ହୋଇଥିବା ଗଞ୍ଜେଇ ୨୦ କୁଇଣ୍ଟାଲରୁ ଅଧିକ ଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ୧ କୋଟଇରୁ ଅଧିକ ହେବ । ଜଗତ ହୋଇଥିବା ଗଞ୍ଜେଇ ଅଡବା ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଚଲାଣ ହେଉଥିବା ବେଳେ ଏହାକୁ ଜବତ କରିଛି ପୋଲିସ ।
BREAKING NEWS
- ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା, ଆଗକୁ ରହିଛି ସୁପର ଏଲ୍ନିନୋ ଭୟ
- ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
- ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’
- ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା
- Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍ୱର୍କ…୧୨୩୭ ଗାଁରେ ମୋବାଇଲ୍ ସେବା ଠପ୍
- ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ
- ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୧୪ ମୃତ;ବାଇକ- ଟ୍ରକ ଧକ୍କାରେ ଗଲା ୫ଜୀବନ
- ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ
Comments are closed.