Latest Odisha News

BREAKING NEWS

ଆର୍ଯ୍ୟନ ଡ୍ରଗ୍ସ କେସ୍‌: ଜୟାଙ୍କୁ ତାଙ୍କ ଡାଇଲଗ ମନେ ପକାଇଦେଲେ କଙ୍ଗନା

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଡ୍ରଗ କେସରେ ଗିରଫ ହୋଇଛନ୍ତି । ବଲିଉଡ କୁଇନ କଙ୍ଗନା ରାନାୱତ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଜୟା ବଚ୍ଚନଙ୍କୁ ଟାର୍ଗେଟ କରି ଟୁଇଟ କରିଛନ୍ତି । ଶାହାରୁଖଙ୍କ ପୁତ୍ର ଯାହା କଲା ତାହା କଣ ଥାଳିରେ ଛିଦ୍ର କହିବେ କି ନାହିଁ ? ଆସନ୍ତୁ ଜାଣିବା କାହିଁକି ଜୟାଙ୍କୁ କଙ୍ଗନା ଟାର୍ଗେଟ କଲେ-

୨୬ ଅଗଷ୍ଟ ୨୦୨୦ରେ କଙ୍ଗନା ଏକ ଟୁଇଟ କରି ବଲିଉଡକୁ ଡ୍ରଗ୍ସ ଓ ପଙ୍କ ସହ ତୁଳନା କରିଥିଲେ । ପ୍ରଧାନମନ୍ତ୍ରୀ ଓ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ମୁଣ୍ଡ ପୂରାଇବେ ତାହାହେଲେ ବହୁତ ବଡ କଳାକାର ଜେଲ ଯିବେ । ଆଉ ଯଦି ରକ୍ତ ନମୂନା ପରୀକ୍ଷା କରାଯିବ ତାହାହେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିବ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସ୍ୱଚ୍ଛ ଭାରତ ମିଶନ ଏହିଠାରୁ ଆରମ୍ଭ କରନ୍ତୁ । ଏହା ପରେ ଜୟା ରାଜ୍ୟସଭାରେ କଙ୍ଗନାକୁ ସମାଲୋଚନା କରିଥିଲେ । କଙ୍ଗନା ଏବଂ ରବି କିଶନଙ୍କୁ ଯେଉଁ ଥାଳିରେ ଖାଉଛନ୍ତି ସେଥିରେ ଛିଦ୍ର କରୁଛନ୍ତି ବୋଲି କହିଥିଲେ । କଙ୍ଗନା ତାଙ୍କ ରାଗ ଆଜି ଶୁଝାଇଛନ୍ତି ।

Leave A Reply

Your email address will not be published.