ବିଶାଖାପଟନମ୍: କୋଳରେ ମାସକର ଶିଶୁ । କରୋନା ବିରୋଧରେ ଲଢ଼େଇ ପାଇଁ ଆଗେଇ ଆସିଛନ୍ତି ମା’ । ମହାମାରୀ ଭୂତାଣୁକୁ ମାତ୍ ଦେବାକୁ ସାଜିଛନ୍ତି ଯୋଦ୍ଧା । ଆଉ ଏହି ଯୋଦ୍ଧା ହେଲେ ବିଶାଖାପଟନମ୍ର ସୃଜନ ଗୁମ୍ମାଲ୍ଲା । ସେ ଜଣେ ଆଇଏଏସ୍ ଅଧିକାରୀ । ଆନ୍ଧ୍ରପ୍ରଦେଶର ଗ୍ରେଟର ବିଶାଖାପଟନମ୍ ମୁନିସପାଲ କର୍ପୋରେସନର କମିଶନର ଭାବେ ସେ କାମ କରନ୍ତି ।
ତେବେ ଏହି ସଂକଟ ସମୟରେ ୬ ମାସିଆ ମାତୃତ୍ୱ ଛୁଟି ନେଇ ନାହାନ୍ତି ସୃଜନ ଗୁମ୍ମାଲ୍ଲା । କୋଳରେ ମାସକର ଶିଶୁକୁ ଧରି ଚାଲିଆସିଛନ୍ତି ଆଗକୁ । କରୋନା ବିରୋଧ ଲଢ଼ିବାକୁ ସେ ଭିଡିଛନ୍ତି ଅଂଟା । ସପ୍ତାହ ହେବ ସେ ନିଜ ଛୁଆକୁ ଧରି କାମରେ ଯୋଗ ଦେଇଛନ୍ତି । ଅଫିସରେ କାମ କରୁଥିବା ବେଳେ ଛୁଆକୁ କେଳରେ ଧରିଥିବାର ତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.