ଲଣ୍ଡନ: ଜିମ୍ବାୱେ କ୍ରିକେଟ୍ ପ୍ରେମୀଙ୍କ ଲାଗି ଖରାପ ଖବର । ସରକାରୀ ଶାସନଗତ କାର୍ଯ୍ୟକଳାପରେ ଜିମ୍ବାୱେ କ୍ରିକେଟର ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କିକ୍ରେଟ୍ ପରିଷଦ (ଆଇସିସି)ରୁ ନିଲମ୍ବିତ କରିଛି ।
ଆଇସିସିର ୱାଲ୍ଡ ଗଭର୍ନିଂ ବଡି ଏକ ବୈଠକରେ ଆଲୋଚନା କରିବା ସହ ସର୍ବସମ୍ମତିକ୍ରମେ ଗୁରୁବାର ଦିନ ଜିମ୍ବାୱେ କ୍ରିକେଟ ଦଳକୁ ଆର୍ଥୀକ ସହାୟତା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
ଏନେଇ ଟ୍ୱିଟ୍ କରିଛି ଆଇସିସି ।
Zimbabwe Cricket have been suspended with immediate effect.https://t.co/lfOC8J5LRm
— ICC (@ICC) July 18, 2019
Comments are closed.