Latest Odisha News

BREAKING NEWS

ହସ୍ପିଟାଲର ଅକ୍ସିଜେନ୍ ସିଲିଣ୍ଡରକୁ ମାଗଣାରେ ଭରିବ IFFCO

ଭୁବନେଶ୍ୱର: ଭାରତୀୟ କୃଷକ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (IFFCO) ଓଡିଶାର ଡାକ୍ତରଖାନା ପାଇଁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ଭରିବ ବୋଲି ସୂଚନା ଦେଇଛି।

ଏନେଇ IFFCOର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଡ. ୟୁଏସ ଅଶ୍ବସ୍ଥୀ ସୂଚନା ଦେଇଛନ୍ତି।

ପାରାଦୀପରେ IFFCOର ୪ର୍ଥ ମେଡିକାଲ୍ ଅକ୍ସିଜେନ ପ୍ଲାଣ୍ଟରୁ ଜୁନ୍ ୧୫ରୁ ଦୈନିକ ୫୨୦ ବଡ ଡି ଟାଇପ୍ ସିଲିଣ୍ଡର ଏବଂ ୨୦୦ ମଧ୍ୟମ ଧରଣର ବି ସାଇଜ୍ ସିଲିଣ୍ଡର ଡାକ୍ତରଖାନାକୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତିମାନେ ମାଗଣା ଗ୍ୟାସ ଭରିବା ପାଇଁ ନିଜସ୍ୱ ସିଲିଣ୍ଡର ଆଣିବା ଆବଶ୍ୟକ। ଯଦି ଓୠୠଉଙରୁ ସିଲିଣ୍ଡର କେହି ନେଉଛନ୍ତି ତାହେଲେ ସିକ୍ୟୁରିଟି ଡିପୋଜିଟ୍ କରିବାକୁ ପଡ଼ିବ।

Leave A Reply

Your email address will not be published.