Latest Odisha News

BREAKING NEWS

Browsing Tag

Oxygen

ରିଲାଏନ୍ସର ମିଶନ ଅକ୍ସିଜେନ୍: ଦୈନିକ ୧୦୦୦ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି…

ମୁମ୍ବାଇ: ସମଗ୍ର ଭାରତ କୋଭିଡ୍ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ସାମ୍ପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ…

ହସ୍ପିଟାଲର ଅକ୍ସିଜେନ୍ ସିଲିଣ୍ଡରକୁ ମାଗଣାରେ ଭରିବ IFFCO

ଭୁବନେଶ୍ୱର: ଭାରତୀୟ କୃଷକ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (IFFCO) ଓଡିଶାର ଡାକ୍ତରଖାନା ପାଇଁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ଭରିବ ବୋଲି ସୂଚନା ଦେଇଛି। ଏନେଇ IFFCOର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଡ. ୟୁଏସ ଅଶ୍ବସ୍ଥୀ ସୂଚନା ଦେଇଛନ୍ତି। ପାରାଦୀପରେ IFFCOର ୪ର୍ଥ…

ଭିଡିଓ କନଫରେନ୍ସିଂ ଜରିଆରେ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି । ମହାମାରୀ କରୋନାକୁ ନେଇ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏକାଧିକ ରାଜ୍ୟ ଓ ମହାନଗର ଗୁଡ଼ିକରେ ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି । ରାଜ୍ୟରେ…

କେନ୍ଦ୍ରର ନିର୍ଦ୍ଦେଶ, ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଅକ୍ସିଜେନ ପରିବହନରେ ଲାଗିବନି ପ୍ରତିବନ୍ଧକ । ଅକ୍ସିଜେନ ପରିବହନକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ରର ନିର୍ଦ୍ଦେଶ ।  ଅକ୍ସିଜେନ ନେଇ ଯାଉଥିବା କୌଣସି ଗାଡିକୁ ଅଟକାଯାଇ ପାରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଗି ନିର୍ଦ୍ଦେଶ ଜାରି…