Latest Odisha News

ଆସନ୍ତୁ ଜାଣିବା ଇମ୍ରାନ ହାସିମଙ୍କ ସ୍ମରଣୀୟ ଚୁମ୍ବନ ବିଷୟରେ

ମୁମ୍ବାଇ : ଇମ୍ରାନ ହାସିମ ବଲିଉଡର ସିରିୟଲ କିସର ଭାବେ ପରିଚିତ । ତେବେ କେଉଁ ଚୁମ୍ବନ ତାଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ ତାହା ସେ ପ୍ରକାଶ କରିଛନ୍ତି । କର୍କଟ ରୋଗରୁ ତାଙ୍କ ପୁତ୍ର ସୁସ୍ଥ ଭାବେ ମୁକୁଳିବା ପରେ ତାକୁ ଦେଖି ଭାବପ୍ରବଣ ହୋଇ ପଡିଥିଲେ । ସ୍ନେହରେ ତା’ର କପାଳରେ ଗୋଟିଏ କିସ୍ କରିଥିଲି । ଏହା ସର୍ବଦା ମୋ ପାଇଁ ଅଭୁଲା ହୋଇ ରହିବ ।

ଅଭିଭାବକ ଭାବେ ଆମର ସାମାନ୍ୟ ଭୁଲ ଏବଂ ଅବହେଳା ଯୋଗୁ ମୋ ପୁତ୍ର ମୋଠାରୁ ଦୂରେଇ ଯାଇଥିଲା । ଭଗବାନଙ୍କ କୃପାରୁ ତାକୁ ଆମେ ଫେରି ପାଇଛୁ ବୋଲି ଇମ୍ରାନ କହିଛନ୍ତି ।

Leave A Reply

Your email address will not be published.