Latest Odisha News

BREAKING NEWS

ଜିଏସଟି ଠକେଇ ସନ୍ଦେହରେ ଚଢଉ

ବରଗଡ଼ : ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଫାଙ୍କିଥିବା ସନ୍ଦେହରେ ଗଜଲକ୍ଷ୍ମୀ ଷ୍ଟୋର ଉପରେ ଚଢଉ। ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦନାଥ ଅଗ୍ରୱାଲଙ୍କ ଷ୍ଟୋର ଉପରେ ଜିଏସଟି ବିଭାଗ ଚଢଉ କରିଛି । ଜିଏସଟି ବିଭାଗ ବରଗଡ଼,ସମ୍ବଲପୁର ଓ ରାଉରକେଲା ର ତିନିଗୋଟି ଟିମ୍ ଏକକାଳିନ ଚଢଉ କରିଥିଲେ ।

ଗଜଲକ୍ଷ୍ମୀ ଷ୍ଟୋରର ଦୋକାନ ଗୋଦାମରେ ଚଢାଉ କରାଯାଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ ସହ କ୍ରୟ ବିକ୍ରୟ ରେକର୍ଡ ଯାଞ୍ଚ କରାଯାଇଛି । ଏନେଇ ସିଟି ଓ ଜିଏସଟି ବିଭାଗର ଡେପୁଟି କମିଶନର ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି।

Leave A Reply

Your email address will not be published.