Latest Odisha News

BREAKING NEWS

Browsing Tag

bargarh news

ବିଜେପୁରରେ ‘BSKY’ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ର ବିଜେପୁର ଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଏଥିସହ ବରଗଡ଼ ବାସୀଙ୍କ ପାଇଁ ୩ ଶହ କୋଟି  ଟଙ୍କାର ବିଭିିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁର ଗଣ୍ଡିପାଲି ମିନିଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେଇ…

[ଭିଡିଓ] ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ତାଲା ପକାଇଲେ ଗ୍ରାମବାସୀ , ରୋଗୀସେବା ବାଧାପ୍ରାପ୍ତ

ବରଗଡ଼ : ବରଗଡ଼ରେ ତାତିଲେ ଗାଁ ଲୋକ। ହସ୍ପିଟାଲର ମଇଳା ପାଣି ସିଧାସଳଖ ଟୁକୁରଲା ଗାଁ କୁ ପ୍ରବେଶ କରୁଥିବାରୁ ଏନେଇ ବାରମ୍ବାର ପ୍ରତିବାଦ କରିବା ସତ୍ୱେ କେହି ଶୁଣୁନଥିବାରୁ ଟୁକୁରଲା ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ତାଲା ପକାଇଦେଇଛନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ…

ହାରିଗଲା ମାନବିକତା ମା’ ର ଅନ୍ତିମ ସଂସ୍କାରରେ ଆସିଲାନି ପୁଅ

ବରଗଡ଼ : ହାରିଗଲା ମାନବିକତା ଜନ୍ମକଲା ମା’ ର ଅନ୍ତିମ ସଂସ୍କାର ପାଇଁ ଆସିଲାନି ପୁଅ । ବରଗଡ଼ ୧୮ ନମ୍ବର ୱାର୍ଡର ଆଶାକିରନ ନିକଟସ୍ଥ ମାତୃବିହାର ଠାରେ ଏପରି ଏକ ହୃଦୟବିତାରକ ଘଟଣା ଦେଖିବାକୁ ମିଳିଛି । ମା’ ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶେଷ ଥର ପାଇଁ ମା ମୁହଁ ଦେଖିବା ପାଇଁ…

ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟାକାଣ୍ଡ ଘଟଣା,୪୮ ଘଣ୍ଟା ଭିତରେ ପୋଲିସ ହାତରେ ୨ ଅଭିଯୁକ୍ତ

ବରଗଡ଼ : ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କାଣ୍ଡର ଧରାପଡ଼ିଲା ଅଭିଯୁକ୍ତ । ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ପୋଲିସ ୨ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଛୁରୀ, ପଲସର ବାଇକ, ସ୍କୁଟି ସହ ସେମାନେ ପିନ୍ଧିଥିବା ବସ୍ତ୍ର ଜବତ କରାଯାଇଛି ବୋଲି…

ବରଗଡ଼ ହାଜତ ମୃତ୍ୟୁ ମାମଲା , ବିଭିନ୍ନ ଦାବି ନେଇ ଧାରଣାରେ ବିଜେପି

ବରଗଡ଼ :ବରଗଡ଼ ଟାଉନ ଥାନା ହେପାଜତରେ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦଙ୍କୁ ନ୍ୟାୟ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବରଗଡ଼ ବିଜେପି ଦଳ।  । ତେବେ ପୋଲିସ ବିରୋଧରେ ଟାଉନ ଥାନାରେ ହୋଇଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ଏଫ.ଆଇ.ଆର…

ପୋଲିସ ନାଁ ରେ ସଙ୍ଗୀନ ଅଭିଯୋଗ , ଦାବି ପୁରଣ ନହେଲେ ଆତ୍ମହତ୍ୟା ଧମକ ଦେଲେ ମୃତ ବ୍ୟକ୍ତିଙ୍କ ଭାଇ

ବରଗଡ଼ : ପୋଲିସ ଗାଁ ଲୋକ ମୁହାଁମୁହିଁ । ବରଗଡ଼ ଟାଉନ ଥାନା ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ । ଘରୁ ଡାକି ପୋଲିସ ଜଣେ ଯୁବକଙ୍କୁ ମାରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ସୂଚନା ଅନୁସାରେ ଟାଉନ ଥାନା ପୋଲିସ ତୋରା ଗାଁ ର ୨୫ ବର୍ଷୀୟା ଯୁବକ ଗୋବିନ୍ଦ କୁମାରଙ୍କୁ କୌଣସି କାରଣରୁ ରାତି ୨ ଟାରେ…

ଜିଏସଟି ଠକେଇ ସନ୍ଦେହରେ ଚଢଉ

ବରଗଡ଼ : ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଫାଙ୍କିଥିବା ସନ୍ଦେହରେ ଗଜଲକ୍ଷ୍ମୀ ଷ୍ଟୋର ଉପରେ ଚଢଉ। ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦନାଥ ଅଗ୍ରୱାଲଙ୍କ ଷ୍ଟୋର ଉପରେ ଜିଏସଟି ବିଭାଗ ଚଢଉ କରିଛି । ଜିଏସଟି ବିଭାଗ ବରଗଡ଼,ସମ୍ବଲପୁର ଓ ରାଉରକେଲା ର ତିନିଗୋଟି ଟିମ୍ ଏକକାଳିନ ଚଢଉ…