ଜମ୍ମୁ କଶ୍ମୀର: ପୂର୍ବ ଲଦାଖର ଗଲଓ୍ୱାନ ଘାଟି ଓ ଗୋଗ୍ରା ହଟସ୍ପ୍ରିଙ୍କରୁ ସେନ୍ୟ ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ । ବୀବାଦୀୟ ସ୍ଥାନରୁ ଦୁଇ ଦେଶ ପଛକୁ ହଟିବା ନେଇ ସହମତି ହୋଇଛି । ପୂର୍ବ ଭଳି ସୀମାରେ ଶାନ୍ତି ବଜାର ରଖିବେ । ଦୁଇ ଦେଶର ସେନା ମଧ୍ୟରେ ଏନେଇ ୧୨ ଘଣ୍ଟାର ମାରାଥନ୍ ଆଲୋଚନା ହୋଇଛି ।
ପାନଙ୍ଗଙ୍ଗ ସୁ ସ୍ଥିତି ଅସ୍ପଷ୍ଟ
ଗଲଓ୍ୱାନ ଘାଟି ଓ ଗୋଗ୍ରା ହଟସ୍ପିଙ୍ଗରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ହୋଇଥିଲେ ବି ବିବାଦୀୟ ପାନଙ୍ଗଙ୍ଗ ସୁ ନେଇ ସ୍ଥିତି ଅସ୍ପଷ୍ଟ । ଯାହାକୁ ନେଇ ଗତ ମାସ ୧୫ ତାରିଖରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ।
ପାନଙ୍ଗଙ୍ଗ ସୁ ନିକଟରେ ଚୀନ୍ ସେନା ବହୁ ସଂଖ୍ୟାରେ ବଙ୍ଗର ନିର୍ମାଣ କରିଛି । ଡ୍ରାଗନ୍ ସେନା ଫିଙ୍ଗର-୪ ରୁ ପିଙ୍ଗର-୮ ଯାଏ କବଜା କରିଲାଣି । ଯାହାକୁ ବିରୋଧ କରୁଛି ଭାରତ । ବଙ୍କର ହଟାଇବାକୁ ବାରମ୍ବାର ଦାବି କରି ଆସୁଛି ।

ଗଲଓ୍ୱାନ ଓ ହଟସ୍ପ୍ରିଙ୍ଗ ଏରିଆରୁ ପଛ ଘୁଞ୍ଚା ଦେବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛି ଚୀନ୍ । ପୂର୍ବରୁ ଜୁନ୍ ୬ ଓ ୨୨ ତାରିଖରେ ବି ସେହି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ନେଇ କଥା ଦେଇଥିଲା । କିନ୍ତୁ କାମରେ କରି ଦେଖାଉନି । ମିଛୁଆ ଚୀନର କଥା ଗୋଟେ ଓ କାମ କରୁଛି ଆଉ ଗୋଟେ । ଏବେ ଦେଖିବା କଥା ତୃତୀୟ ଥର ଆଲୋଚନାରୁ ବାହାରିଥିବା ନିଷ୍ପର୍ଷକୁ କିଭଳି ପାଳନ କରୁଛି ପ୍ରତାରକ ଚୀନ୍ ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
- ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା
Comments are closed.