ସିଡନୀ:ବିଶ୍ୱକପ କ୍ରିକେଟରେ ପୁନର୍ବାର ବର୍ଷା ଦକ୍ଷିଣ ଆଫ୍ରିକା ପାଇଁ ବିପଦ ସୃଷ୍ଟି କରିଛି । ଆଇସିସି ଟି୨୦ ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା ମେଲବୋର୍ଣ୍ଣରେ ୮ରେ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୩୪ ରନ କରିଥିଲା । ମେଗ୍ ଲ୍ୟାନିଂ ୪୯ଞ୍ଚ ଓ ବେନ୍ ମୁନୀ ୨୮ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ନାଦିନ ଡେ କ୍ଲାର୍କ ୩ଟି ଉଇକେଟ ଅକ୍ତିଆର କରିଥିଲେ ।
ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭରୁ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରିଭାଇଜଡ ଟାର୍ଗେଟ ୧୩ ଓଭରରେ ୯୮ରଖା ଯାଇଥିଲା । ଦଳ ୫ ଉଇକେଟ ବିନିମୟରେ ୯୨ ରନ କରିବାକୁ ସକ୍ଷମ ହୋଇଥିଲା । ଲୌରା ୱଲଭାର୍ଡାଟ ୪୧ଞ୍ଚ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ ସ୍କଟ ୨ଟି ଉଇକେଟ ହାସଲ କରିଥିଲେ ।
BREAKING NEWS
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
- ସ୍ମାର୍ଟ ମିଟରର ସଠିକତା ପରଖିବାକୁ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍ର ଆହ୍ୱାନ; ୨୦ଟି ଗ୍ରାହକ ସେବା କେନ୍ଦ୍ରରେ…
- ବିବାହ କରିବେ କି ଧନୁଷ ଓ ମୃଣାଲ ଠାକୁର; ‘ଭାଲେଣ୍ଟାଇନ୍ସ ଡେ’ରେ…
- ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା
- ସିଦ୍ଧାର୍ଥଙ୍କ ଜନ୍ମ ଦିନରେ ରିିଲିଜ ହେଲା ବନର ଫାଷ୍ଟ ଲୁକ
- ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ
- ତଡା ଖାଇବେ ନନ୍ ପରଫର୍ମିଂ କଲେଜ ଶିକ୍ଷକ
- କୋହଲିଙ୍କ ର୍ୟାଙ୍କିଙ୍ଗ ନେଇ ହୋଇଥିବା ତ୍ରୁଟି ମାନିଲା ଆଇସିସି
- Water Route Attack against India: ଲସ୍କର ଏବେ ଜଳପଥରେ ଆକ୍ରମଣ ପାଇଁ ହେଉଛି ପ୍ରସ୍ତୁତ; ହାଇଆଲର୍ଟରେ ସୁରକ୍ଷା ଏଜେନ୍ସି
Comments are closed.