Latest Odisha News

BREAKING NEWS

କରୋନା ଭାଇରସ ସଂକ୍ରମଣରେ ଭାରତରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କର୍ଣ୍ଣାଟକରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।

ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ ଥିବା ଏବଂ ସେଥିପାଇଁ ତାଙ୍କର ମୃତ୍ୟୁ ଘଟିଥିବା ଉକ୍ତ ଟ୍ୱିଟରେ ଉଲ୍ଳେଖ କରାଯାଇଛି ।

Leave A Reply

Your email address will not be published.