Latest Odisha News

ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୨,୮୮୧; ମୃତ୍ୟୁ ସଂଖ୍ୟା ୧୦୧

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା ମାମଲାରେ କମିବାରେ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୮୮୧ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି।

ପ୍ରତିଦିନ କରୋନା ରୋଗୀମାନେ ମଧ୍ୟ ସୁସ୍ଥ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୮୭ ରୋଗୀ ଡିସଚାର୍ଜ ମଧ୍ୟ ହୋଇଛି। ବର୍ତ୍ତମାନ ଭାରତରେ ସଂକ୍ରମିତ ସଂଖ୍ୟା ୧,୦୬,୫୬,୮୪୫ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧,୫୬,୦୧୪। ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୧,୩୭,୩୪୨।

Comments are closed.