Latest Odisha News

BREAKING NEWS

ଟ୍ରଷ୍ଟ ଇନ ନ୍ୟୁଜ ସର୍ଭେରେ ଭାରତକୁ ୩୧ତମ ସ୍ଥାନ

ଭୁବନେଶ୍ୱର: ରଏଟର୍ସ ପକ୍ଷରୁ କରାଯାଇଥିବା ଟ୍ରଷ୍ଟ ଇନ ନ୍ୟୁଜ ସର୍ଭେରେ ଭାରତକୁ ୩୧ତମ ସ୍ଥାନ ମିଳିଛି । ରଏଟର୍ସ ଇନଷ୍ଟିଚ୍ୟୁଟ ଫର ଷ୍ଟଡି ଅଫ ଜର୍ଣ୍ଣାଲିଜିମରେ ଡିଜିଟାଲ ନ୍ୟୁଜ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ୪୬ ମିଡିଆ ମାର୍କେଟ ମଧ୍ୟରୁ ଭାରତ ୩୧ରେ ରହିଛି । ଏହାର ରିପୋର୍ଟ ଅନୁସାରେ ଭାରତରେ ୭୩ ପ୍ରତିଶତ ସ୍ମାଟଫୋନ ଏଥିପାଇଁ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି ।

୮୨ ପ୍ରତିଶତ ଅନଲାଇନରୁ ଖବର ସଂଗ୍ରହ କରିଥାନ୍ତି । ୬୩ ପ୍ରତିଶତ ହ୍ୱାଟ୍ସଆପ ଏବଂ ଅନ୍ୟ ସୋସିଆଲ ସାଇଟରୁ ଖବର ସଂଗ୍ରହ କରୁଛନ୍ତି । ଏ ସବୁ ସତ୍ୱେ ଟାଇମ୍ସ ଅଫ ଇଣ୍ଡିଆ, ଦି ହିନ୍ଦୁ, ଡିଡି ନ୍ୟୁଜ ଏବଂ ଅଲ ଇଣ୍ଡିଆ ରେଡିଓ ଉପରେ ଗ୍ରାହକମାନେ ଏବେ ବି ଆସ୍ଥା ପ୍ରକଟ କରୁଛନ୍ତି ।

Leave A Reply

Your email address will not be published.