Latest Odisha News

BREAKING NEWS

ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ଉତକ୍ଷେପଣ ସଫଳ

ଭୁବନେଶ୍ୱର: ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଜି ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ମଧ୍ୟମ ଦୂରଗାମୀ ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ଉତକ୍ଷେପଣ କରାଯାଇଥିଲା ।

ସମସ୍ତ ମାନଦଣ୍ଡକୁ ନେଇ ଉତକ୍ଷେପଣ କରାଯାଇଥିଲା । ତେବେ ଅଗ୍ନି-୩ର ଲକ୍ଷ୍ୟଭେଦ ୩ ହଜାର କିଲୋମିଟର ରହିଛି । ତେବେ ପରୀକ୍ଷଣ ବେଳେ ଲକ୍ଷ୍ୟଭେଦ କ୍ଷମତା କେତେ ଥିଲା ଜଣାପଡ଼ିନାହିଁ । ୧୭ ମିଟର ଲମ୍ବର ଏହି ମିସାଇଲକୁ ପୂର୍ବ ଉପକୂଳରେ ରାଡାର ଦ୍ୱାରା ନିୟନ୍ତ୍ରିତ କରାଯାଇ ପାରିବ ।

Leave A Reply

Your email address will not be published.