Latest Odisha News
Browsing Tag

Missile

ଅଗ୍ନି-୧ ମିସାଇଲର ଟ୍ରେନିଂ ଲଞ୍ଚ ସଫଳ

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ହୋଇଥିବା ଟ୍ରେନିଂ ଲଞ୍ଚ ସଫ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ସୂଚନା ମିଳିଛି ।…

ଭାରତୀୟ ସେନାରେ ସାମିଲ୍ ହେବ କ୍ଷେପଣାସ୍ତ୍ର ‘ପ୍ରଳୟ’, ଚୀନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ନଜର ରଖିବ, ଅମାନିଆ ହେଲେ ନିମିଷକେ ଧ୍ୱଂସ କରି ଦେବ । ଏଲଏସିରେ ଚୀନକୁ ନେଇ ବିବାଦ ଭିତରେ ଭାରତୀୟ ସେନା ‘ପ୍ରଳୟ’ ବାଲିଷ୍ଟିକ ମିସାଇଲକୁ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ ମନରେ ଭୟ ସଞ୍ଚାର କରିଥିବା କୁହାଯାଉଛି । ୧୫୦ରୁ…

ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ଉତକ୍ଷେପଣ ସଫଳ

ଭୁବନେଶ୍ୱର: ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଜି ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ମଧ୍ୟମ ଦୂରଗାମୀ ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ଉତକ୍ଷେପଣ କରାଯାଇଥିଲା । ସମସ୍ତ ମାନଦଣ୍ଡକୁ ନେଇ ଉତକ୍ଷେପଣ କରାଯାଇଥିଲା । ତେବେ ଅଗ୍ନି-୩ର ଲକ୍ଷ୍ୟଭେଦ…

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ  ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ…